From Wikipedia, the free encyclopedia
ପେରାମିଭିର (ଇଂରାଜୀ ଭାଷାରେ Peramivir), ରାପିଭାବ୍ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଭୂତାଣୁରୋଧୀ ଔଷଧ ଯାହା ଇନଫ୍ଲୁଏଞ୍ଜା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଲକ୍ଷଣ ଆରମ୍ଭ ହେବାର ଦୁଇ ଦିନ ମଧ୍ୟରେ ଏହା ଦିଆଯିବା ଉଚିତ ।[1] ପ୍ରତିରୋଧ ପାଇଁ ଏହାର ବ୍ୟବହାରକୁ ପ୍ରମାଣ ସମର୍ଥନ କରେନାହିଁ ।[1] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[2]
Clinical data | |
---|---|
Trade names | Rapivab |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | 100% (IV) |
Elimination half-life | 7.7 to 20.8 hours (in patients with normal renal function) |
Excretion | Kidney |
Identifiers | |
IUPAC name
| |
Chemical and physical data | |
Formula | C15H28N4O4 |
Molar mass | ୩୨୮.୪୧ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ନିଉଟ୍ରୋଫିଲ୍, ଶୋଇବାରେ ଅସୁବିଧା ଏବଂ ଅଇ ଲାଗେ ।[2] [1] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରୋଗୀର ଅସ୍ୱାଭାବିକ ଆଚରଣ ଦେଖା ଯାଇପାରେ ।[1] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ | [2] ଗର୍ଭାବସ୍ଥାରେ ଏହା କ୍ଷତିକାରକ ମନେହୁଏ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[3] ଏହା ଏକ ନ୍ୟୁରାମିନିଡେଜ ଇନହିବିଟର ଯାହା ଉଭୟ ଇନଫ୍ଲୁଏଞ୍ଜା କ ଏବଂ ଇନଫ୍ଲୁଏଞ୍ଜା ଖ ଭୂତାଣୁ ବିରୋଧରେ ସକ୍ରିୟ ଅଟେ ।[1]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେରାମିଭିର ଅନୁମୋଦିତ ହୋଇଥିଲା ।[1] ୨୦୧୮ରେ ୟୁରୋପରେ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[4] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଥିଲା ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.