ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ପାରାଦ୍ୱୀପ (କ୍ରମିକ ସଂଖ୍ୟା: ୧୦୧) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରାଦ୍ୱୀପ (ବି), କୁଜଙ୍ଗ ବ୍ଳକ ଓ ତିର୍ତ୍ତୋଲ ବ୍ଳକର କିଛି ଅଞ୍ଚଳ ।[2][3]
ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ସମ୍ପଦ ଚନ୍ଦ୍ର ସ୍ବାଇଁ (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୧୬,୫୩୩ |
ଜିଲ୍ଲା: | ଜଗତସିଂହପୁର |
ଲୋକସଭା ଆସନ: | ଜଗତସିଂହପୁର |
ପଞ୍ଚାୟତ ସମିତି: | ୨ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୨ |
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସମ୍ପଦ ଚନ୍ଦ୍ର ସ୍ବାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟଙ୍କଠାରୁ ୧୫,୭୮୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦାମୋଦର ରାଉତ, ସ୍ୱାଧୀନ ପ୍ରାର୍ଥୀ ରମେଶ ସାମନ୍ତରାୟଙ୍କଠାରୁ ୩୦,୩୫୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ପାରାଦ୍ୱୀପ [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଦାମୋଦର ରାଉତ | ୬୬,୮୬୩ | ୫୩.୨୧ | - | |
ସ୍ୱାଧୀନ | ରମେଶ ସାମନ୍ତରାୟ | ୩୬,୫୧୨ | ୨୯.୦୫ | - | |
କଂଗ୍ରେସ | ପ୍ରମୋଦ କିଶୋର ଜେନା | ୧୩,୭୧୮ | ୧୦.୯୨ | - | |
ଭାଜପା | ଶଙ୍ଖନାଦ ବେହେରା | ୩,୬୫୨ | ୨.୯୧ | - | |
ସ୍ୱାଧୀନ | ଗୋବିନ୍ଦ ଚନ୍ଦ୍ର ତରାଇ | ୨,୮୯୮ | ୨.୩୧ | - | |
ବସପା | ସୌମେନ୍ଦ୍ର ଶେଖର ବିଶ୍ୱାଳ | ୧,୧୩୨ | ୦.୯୦ | - | |
ସ୍ୱାଧୀନ | ବିଜୟ କୁମାର ସ୍ୱାଇଁ | ୮୯୨ | ୦.୭୧ | - | |
ଭୋଟ ବ୍ୟବଧାନ | ୩୦,୩୫୧ | ୨୪.୧୫* | - | ||
ମତଦାନ ହାର | ୧୨୫୬୮୧ | ୬୭.୬୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.