ପାଟି ଘାଆ
ପାଟି ଘାଆ ରୋଗରେ ପାଟିରେ ଥିବା ମ୍ୟୁକସ ଝିଲ୍ଲୀରେ ଘାଆ ହୋଇଥାଏ | From Wikipedia, the free encyclopedia
ପାଟି ଘାଆ ରୋଗରେ ପାଟିରେ ଥିବା ମ୍ୟୁକସ ଝିଲ୍ଲୀରେ ଘାଆ ହୋଇଥାଏ | From Wikipedia, the free encyclopedia
ପାଟି ଘାଆ ରୋଗରେ ପାଟିରେ ଥିବା ମ୍ୟୁକସ ଝିଲ୍ଲୀରେ ଘାଆ ହୋଇଥାଏ | [2] ସେଗୁଡ଼ିକ ଲାଲ କିମ୍ବା ଧଳା ରଙ୍ଗରେ ଦେଖାଯାଇପାରେ | [2] ଏଥିରେ ପ୍ରାୟ ଯନ୍ତ୍ରଣା ହୁଏ ଯାହା ଫଳରେ ପାଣି ପିଇବା କମିଯାଇ ନିର୍ଜଳନ (ଡିହାଇଡ୍ରେସନ୍) ହୋଇପାରେ | [2] କେତେକ ପ୍ରକାର ରୋଗ ବାରମ୍ବାର ହୋଇପାରେ | [4]
Mouth ulcer | |
---|---|
Oral ulcer, mucosal ulcer, aphthae[1] | |
ବିଭାଗ | Oral medicine |
କାରଣ | Local trauma, aphthous stomatitis, herpes, medications, lupus, syphilis, neutropenia, mouth cancer[1] |
ବିପଦ କାରକ | Dry mouth, tobacco use[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, examination, biospy[1] |
ଔଷଧ | Lidocaine applications[2] |
ଚିକିତ୍ସା | Based on underlying cause[2] |
ପୁନଃପୌନିକ | Common[3] |
ଅଧିକାଂଶ କ୍ଷେତ୍ରରେ ସ୍ଥାନୀୟ ଆଘାତ କିମ୍ବା ଆଫଥସ ଷ୍ଟୋମାଟାଇଟିସ୍ ("canker sores") କାରଣରୁ ଏହି ରୋଗ ହୋଇଥାଏ | [1] ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରାମକ ରୋଗ, ଅଟୋଇମ୍ୟୁନ ଡିଜିଜ ଏବଂ ପାଟି କର୍କଟ ଥାଇପାରେ ।[1] ସିଫିଲିସ୍, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ ବା କର୍କଟ ରୋଗ ଯୋଗୁ ହେଉଥିବା ପାଟି ଘାଅ ଯନ୍ତ୍ରଣାଦାୟକ ହୁଏନି । [1] ରୋଗର ଲକ୍ଷଣ, ପରୀକ୍ଷା ଏବଂ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ ।[1]
ରୋଗର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [2] ଲୁଣିଆ କିମ୍ବା ଅମ୍ଳଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇପାରେ। [2] ଯନ୍ତ୍ରଣା ଉପଶମ ନିମନ୍ତେ ଲିଡୋକେନ୍ ଦିଆଯାଇ ପାରେ । [2] ପାଟି ଘାଆ ଏକ ସାଧାରଣ ରୋଗ ଅଟେ । [3] ଉଦାହରଣ ସ୍ୱରୂପ ପ୍ରାୟ ୨୦% ଲୋକଙ୍କର ଆଫଥସ ଷ୍ଟୋମାଟାଇଟିସ୍ ଥାଏ। [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.