ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ପଟ୍ଟାଙ୍ଗି (କ୍ରମିକ ସଂଖ୍ୟା: ୧୪୫) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଟ୍ଟାଙ୍ଗୀ ବ୍ଳକ, ନନ୍ଦପୁର ବ୍ଳକ, ସେମିଳିଗୁଡ଼ା ବ୍ଳକ ଓ କୋରାପୁଟ ବ୍ଳକର କିଛି ଅଂଶ ।[୧][୨]
ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୩,୧୩୦ |
ଜିଲ୍ଲା: | କୋରାପୁଟ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କୋରାପୁଟ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କଠାରୁ ୧୦୭୬୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାମ ଚନ୍ଦ୍ର କଦମ, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କଠାରୁ ୫,୪୩୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୦୯ ବିଧାନ ସଭା ନିର୍ବାଚନ, ପଟ୍ଟାଙ୍ଗି [୫] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ରାମ ଚନ୍ଦ୍ର କଦମ | ୪୧,୪୫୧ | ୪୧.୬୦ | - | |
ବିଜଦ | ପ୍ରଫୁଲ୍ଲ କୁମାର ପାଙ୍ଗୀ | ୩୬,୦୧୫ | ୩୬.୧୪ | - | |
ଭାଜପା | ଧନପତି ଇଡ଼ିଙ୍ଗ | ୯,୨୫୭ | ୯.୨୯ | - | |
ରିସୋପା | ତ୍ରିଲୋଚନ ମୁଦୁଲି | ୫,୪୬୨ | ୫.୪୮ | - | |
ସମୃଦ୍ଧ ଓଡ଼ିଶା | ଅନନ୍ତରାମ ମତ୍ତାମ | ୪,୬୨୦ | ୪.୬୪ | - | |
ସିପିଆଇ(ମାଲେ) ଲିବରେସନ | ଜଗା ହିକ୍କା | ୨,୮୩୯ | ୨.୮୫ | - | |
ଭୋଟ ବ୍ୟବଧାନ | ୫୪୩୬ | ୫.୪୬* | - | ||
ମତଦାନ ହାର | ୯୯,୬୪୬ | ୫୫.୯୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.