ନୋବେଲ ପୁରସ୍କାର
From Wikipedia, the free encyclopedia
ବିଶ୍ୱରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଯେତେଗୁଡିଏ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ ନୋବେଲ ପୁରସ୍କାର ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର। ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ।
Quick Facts ନୋବେଲ ପୁରସ୍କାର, କାହା ନିମନ୍ତେ ପୁରସ୍କାର ...
ନୋବେଲ ପୁରସ୍କାର | |
---|---|
କାହା ନିମନ୍ତେ ପୁରସ୍କାର | ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ପ୍ରତିଭାଶାଳୀ ଯୋଗ୍ୟ ବିବେଚିତ ବ୍ୟକ୍ତି |
ଦାତା | ସ୍ୱେଦିଶ ଏକାଡେମି ରୋୟାଲ ସ୍ୱେଦିଶ ଏକାଡେମି ଅଫ ସାଇନ୍ସ କାରୋଲିନ୍ସ୍କା ଇନ୍ଷ୍ଟିଚ୍ୟୁଟ୍ Norwegian Nobel Committee |
ଦେଶ | ସ୍ୱିଡେନ ନର୍ୱ୍ଏ (Peace Prize only) |
ପ୍ରଥମ ପୁରସ୍କାର | ୧୯୦୧ |
ମୁଖ୍ୟ ୱେବସାଇଟ | nobelprize.org |
Close