From Wikipedia, the free encyclopedia
ଦକ୍ଷିଣ ଋଫ ଦ୍ୱିପ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପସମୂହର ଆଣ୍ଡାମନ ଦ୍ୱୀପପୁଞ୍ଜର ଏକ ଦ୍ୱିପ । ଏହା ଉତ୍ତର ଓ ମଧ୍ୟ ଆଣ୍ଡାମାନ [1]ପ୍ରଶାସନ ଜିଲ୍ଲାରେ ରହିଛି । ଏହା ମୁଖ୍ୟ ଦପ୍ତର ପୋର୍ଟ ବ୍ଲେୟାରଠାରୁ 117 କିଲୋମିଟର ଦୂରରେ ରହିଛି ।
Geography | |
---|---|
Coordinates | 12.771°N 92.655°E |
Archipelago | Andaman Islands |
Administration | |
Demographics | |
Demonym | Hindi |
Population | 0 |
Additional information | |
Official website | www |
ଏକ ସାମନ୍ତରିକ କ୍ଷେତ୍ର ଆକାରର ଥିବା ଏହି ଦ୍ୱିପ ନିଚା ରହିଥାଏ ଓ ଏହା ଅସଟେନ ପ୍ରଣାଳୀର ପଶ୍ଚିମ ଦିଗରେ ରହିଛି ।
ଏହା ମାୟାବନ୍ଦର ତାଲୁକ ଅଧୀନରେ ପ୍ରଶାସିତ ହେଇଥାଏ । .[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.