ଡିସେମ୍ବର
From Wikipedia, the free encyclopedia
ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଡିସେମ୍ବର ହେଉଛି ବର୍ଷର ଦ୍ୱାଦଶ ଏବଂ ଶେଷ ମାସ, ଏବଂ ସାତୋଟି ୩୧ ଦିନିଆ ମାସ ମଧ୍ୟରୁ ଗୋଟିଏ । ଲାଟିନ୍ ଭାଷାରେ, ଡିସେମ୍ (decem) ଅର୍ଥ ହେଉଛି "ଦଶ" ।[1] ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ଡିସେମ୍ବର ହିଁ ରୋମାନ୍ କ୍ୟାଲେଣ୍ଡରର ଦଶମ ମାସ ଥିଲା । ଡିସେମ୍ବର ସହିତ ଜଡ଼ିତ ଫୁଲ ହେଉଛି ହୋଲି କିମ୍ବା ନରସିସସ୍ । ଡିସେମ୍ବର ମାସର ଉତ୍ତର ଗୋଲାର୍ଦ୍ଧରେ ଦିନର ସମୟ ସବୁଠାରୁ କମ୍ (ସୂର୍ଯ୍ୟ କିରଣ ସମୟ) ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଦିନର ସମୟ ଦୀର୍ଘତମ ହୋଇଥାଏ ।
୧ | ୨ | ୩ | ୪ | ୫ | ୬ | ୭ |
୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
୨୯ | ୩୦ | ୩୧ |