ଓଡିଶାର ପ୍ରଥମ ଟିଭି ଚ୍ୟାନେଲ୍ From Wikipedia, the free encyclopedia
ଡିଡି ଓଡ଼ିଆ ଏକ ଭାରତୀୟ ସରକାରୀ ଓଡ଼ିଆ ପ୍ରଥମ ଟେଲିଭିଜନ ଚ୍ୟାନେଲ । ଏହା ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥାପିତ ଓ ଦୂରଦର୍ଶନର ଏକ ଅଂଶ ।[1] ୧୯୯୪ରେ ଅବସ୍ଥାପିତ[2] ଏହା ଦୂରଦର୍ଶନ କେନ୍ଦ୍ର କଟକରୁ ସମ୍ବାଦ, ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରସାରଣ କରିଥାଏ ।[3]
ପ୍ରକାର | ଦୂରଦର୍ଶନ |
---|---|
ଦେଶ | ଭାରତ |
ଉପଲବ୍ଧତା | India and parts of Asia, China and Gulf Countries. |
ସଂସ୍ଥାପକ | by ଭାରତ ସରକାର |
ମୁଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ମାଲିକ | ପ୍ରସାର ଭାରତୀ |
Launch date | ୧୯୯୪ (ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର) |
Former names | ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର |
Official website | ddkbbsr |
ଡିଡି ଓଡ଼ିଆ[4] ଓଡ଼ିଆରେ ଏକ ଉପଗ୍ରହ ଚ୍ୟାନେଲ ଭାବେ ୧୯୯୪ ମସିହାରେ ଆରମ୍ଭ ହୋଇଥିଲା । ଡିଡି ଓଡ଼ିଆ ଧାରାବାହିକ, ସାଂସ୍କୃତିକ କାର୍ଯ୍ୟକ୍ରମ, ସୂଚନାଭିତ୍ତିକ କାର୍ଯ୍ୟକ୍ରମ, ସମ୍ବାଦ ଏବଂ ସାମ୍ପ୍ରତିକ ବ୍ୟାପାର ଇତ୍ୟାଦି ପ୍ରସାରଣ କରେ ।[5] ଏହାର ଅଧିକାଂଶ କାର୍ଯ୍ୟକ୍ରମ ଭୁବନେଶ୍ୱର, ସମ୍ବଲପୁର ଏବଂ ଭବାନୀପାଟଣାର ଦୂରଦର୍ଶନ କେନ୍ଦ୍ରରେ ପ୍ରସ୍ତୁତ କରାଯାଇଥାଏ ।
ଇତ୍ୟାଦି
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.