ଜୟପୁର -କିଶାନଗଡ ଏକ୍ସପ୍ରେସୱେ ଏକ 90 କିଲୋମିଟର ଦୀର୍ଘ ଏକ୍ସପ୍ରେସବେ । ଏହା ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରକୁ କିଷାନଗଞ୍ଜ ସହ ନିୟନ୍ତ୍ରିତ ପ୍ରବେଶ ଯୁକ୍ତ ରାସ୍ତାରେ ସଂଯୁକ୍ତ କରିଥାଏ । ଏହା ଜାତୀୟ ରାଜପଥ ସମୂହର ସୁନାର୍ଣ ଚତୁର୍ଭୁଜ କୁହା ଯାଉ ଥିବା ରାଜପଥ ସମୂହର ଜାତୀୟ ରାଜପଥ 6ର ଏକ ଅଂଶ ଭାବରେ ନିର୍ମିତ ହୋଇଛି । ଏହା ଜାତୀୟ ରାଜପଥ ଉନ୍ନୟନ ପ୍ରକଳ୍ପର ଅଂଶ ବିଶେଷ । 6 ଲେନ ବିଶିଷ୍ଟ ଏହି ଏକ୍ସପ୍ରେସବେ 2005 [1]ମସିହା ଏପ୍ରିଲ ମାସରେ ଉଦ୍ଘାଟିତ ହେଇଥିଲା । ଏଥିରେ 7.20 ବିଲିଅନ ଟଙ୍କା ଖରଚ ହେଇଥିଲା । [2]ଏହାକୁ BOT ପଦ୍ଧହତି ଅନୁସାରେ GVL କମ୍ପାନୀଦ୍ୱାରା ବେସରକାରୀ ଓ ସରକାରୀ ମିଳିତ ପ୍ରକଳ୍ପ ଭାବେ ନିର୍ମାଣ କରାଯାଇଥିଲା । [3]
Jaipur-Kishangarh Expressway | |
---|---|
Route information | |
Length: | 90 km (୬୦ mi) |
History: | Completed in April 2005 |
Major junctions | |
North end: | Jaipur |
South end: | Kishangarh |
Highway system | |
ଭାରତୀୟ ସଡ଼କ ପରିବହନ |
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.