From Wikipedia, the free encyclopedia
ଚିଲିକା (କ୍ରମିକ ସଂଖ୍ୟା: ୧୧୮) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଣପୁର (ବି), ବାଲୁଗାଁ (ବି), ଚିଲିକା ବ୍ଳକ ଓ ବାଣପୁର ବ୍ଳକ ।[2][3]
ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୨୮,୨୩ |
ଜିଲ୍ଲା: | ଖୋର୍ଦ୍ଧା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ପୁରୀ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୨ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ସାହୁଙ୍କଠାରୁ ୫୪୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ସାହୁ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ଭୂଷଣ ହରିଚନ୍ଦନଙ୍କଠାରୁ ୩,୦୬୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ଚିଲିକା [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରଘୁନାଥ ସାହୁ | ୫୭,୨୧୬ | ୪୫.୫୯ | - | |
ଭାଜପା | ବିଭୁତି ଭୂଷଣ ହରିଚନ୍ଦନ | ୫୪,୧୫୦ | ୪୩.୧୫ | - | |
କଂଗ୍ରେସ | ମାନସ ରଞ୍ଜନ ମଙ୍ଗରାଜ | ୧୧,୨୦୪ | ୮.୯୩ | - | |
ସ୍ୱାଧୀନ | ସୁକାନ୍ତ ଶ୍ରୀଚନ୍ଦନ | ୧,୧୦୨ | ୦.୮୮ | - | |
ସିପିଆଇ(ମାଲେ) ଲିବରେସନ | ମୂରଲୀଧର ବେହେରା | ୯୩୦ | ୦.୭୪ | - | |
ବସପା | ବସନ୍ତ ବେହେରା | ୯୦୨ | ୦.୭୨ | - | |
ଭୋଟ ବ୍ୟବଧାନ | ୩,୦୬୬ | ୨.୪୪* | - | ||
ମତଦାନ ହାର | ୧,୨୫,୫୧୨ | ୬୬.୦୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୭୭ରୁ ୨୦୧୪ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.