ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ଘସିପୁରା (କ୍ରମିକ ସଂଖ୍ୟା: ୨୧) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଘସିପୁରା ବ୍ଳକ, ଘଟଗାଁ ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।[2][3]
ଘସିପୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୭,୮୫୮ |
ଜିଲ୍ଲା: | କେନ୍ଦୁଝର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦୁଝର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସତ୍ୟବ୍ରତ ପଣ୍ଡାଙ୍କଠାରୁ ୮୮୬୦୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କଠାରୁ ୨୫,୫୫୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ଘସିପୁରା [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବଦ୍ରୀନାରାୟଣ ପାତ୍ର | ୭୭,୮୯୦ | ୫୨.୮୫ | - | |
କଂଗ୍ରେସ | ନିରଞ୍ଜନ ପଟ୍ଟନାୟକ | ୫୨,୩୩୬ | ୩୫.୫୧ | - | |
ଭାଜପା | ସନ୍ତୋଷ କୁମାର ରାଉତ | ୯,୬୮୯ | ୬.୫୭ | - | |
ସ୍ୱାଧୀନ | ରବିନାରାୟଣ ହୋତା | ୧,୭୦୬ | ୧.୧୬ | - | |
ସ୍ୱାଧୀନ | ପ୍ରଦୀପ କୁମାର ପ୍ରଧାନ | ୧,୫୩୭ | ୧.୦୪ | - | |
ବସପା | କେଦାରନାଥ ଆରୁକ | ୧,୨୬୦ | ୦.୮୫ | - | |
ସମୃଦ୍ଧ ଓଡ଼ିଶା | କୁମୁଦିନୀ ପଟ୍ଟନାୟକ | ୧,୧୩୭ | ୦.୭୭ | - | |
ରାଷ୍ଟ୍ରବାଦୀ ସେନା | ମହାଦେବ ମହନ୍ତ | ୭୦୨ | ୦.୪୮ | - | |
ସ୍ୱାଧୀନ | ଅକ୍ଷୟ କୁମାର ଧୀର | ୫୮୩ | ୦.୪୦ | - | |
ଆରପିଆଇ (ଆ) | ବାପି ସିଂହ | ୫୩୨ | ୦.୩୬ | - | |
ଭୋଟ ବ୍ୟବଧାନ | ୨୫,୫୫୪ | ୧୭.୩୪* | - | ||
ମତଦାନ ହାର | ୧,୪୭,୪୧୧ | ୭୮.୦୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ କେବଳ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.