ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ଗୋପାଳପୁର (କ୍ରମିକ ସଂଖ୍ୟା: ୧୩୨) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଗୋପାଳପୁର (ବି), କୁକୁଡ଼ାଖଣ୍ଡି (ବି), ରଙ୍ଗେଇଲୁଣ୍ଡା ବ୍ଳକ, କୁକୁଡ଼ାଖଣ୍ଡି ବ୍ଳକର କିଛି ଅଞ୍ଚଳ ଓ ବ୍ରହ୍ମପୁର (ପୌ)ର କିଛି ଅଞ୍ଚଳ ।[2][3]
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିକ୍ରମ ପଣ୍ଡା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କଠାରୁ ୯,୦୬୨ ଖଣ୍ଡ କମ୍ ଭୋଟ ପାଇ ପରାସ୍ତ ହୋଇଛନ୍ତି।
ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ : | ବିଭୂତି ଭୂଷଣ ଜେନା (ଭାଜପା) (୨୦୨୪) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୨୧,୫୦୪ |
ଜିଲ୍ଲା: | ଗଞ୍ଜାମ |
ଲୋକସଭା ଆସନ: | ବ୍ରହ୍ମପୁର |
ପଞ୍ଚାୟତ ସମିତି: | ୨ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୨ |
ପୌର ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁଭୂଷଣ ଜେନାଙ୍କଠାରୁ ୨୦୧୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡ. ତ୍ରିନାଥ ବେହେରାଙ୍କଠାରୁ ୧୮,୭୫୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ଗୋପାଳପୁର [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଡ. ପ୍ରଦୀପ କୁମାର ପାଣିଗ୍ରାହୀ | ୩୭,୬୧୨ | ୪୨.୭୭ | - | |
କଂଗ୍ରେସ | ଡ. ତ୍ରିନାଥ ବେହେରା | ୧୮,୮୫୪ | ୨୧.୪୪ | - | |
ସ୍ୱାଧୀନ | ଅନୁଜ କୁମାର ନାୟକ | ୧୪,୬୭୯ | ୧୬.୬୯ | - | |
ଭାଜପା | ବିଭୁତି ଭୂଷଣ ଜେନା | ୧୩,୧୧୨ | ୧୪.୯୧ | - | |
ସ୍ୱାଧୀନ | ଏ. ରଘୁନାଥ ବର୍ମା | ୧,୦୯୪ | ୧.୨୪ | - | |
ସମୃଦ୍ଧ ଓଡ଼ିଶା | ଅଜିତ କୁମାର ଦଳାଇ | ୧,୦୬୪ | ୧.୨୧ | - | |
ସ୍ୱାଧୀନ | ବିନୟ କୁମାର ପାଢ଼ୀ | ୯୬୬ | ୧.୧୦ | - | |
ସ୍ୱାଧୀନ | ଦେବାଶିଷ ପରମାଣିକ | ୫୬୫ | ୦.୬୪ | - | |
ଭୋଟ ବ୍ୟବଧାନ | ୧୮,୭୫୮ | ୨୧.୩୩* | - | ||
ମତଦାନ ହାର | ୮୮,୦୧୦ | ୫୫.୫୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.