ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ଗୁଣୁପୁର (କ୍ରମିକ ସଂଖ୍ୟା: ୧୩୮) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଗୁଣୁପୁର (ବି), ଗୁଡାରି (ବି), ଗୁଣୁପୁର ବ୍ଳକ, ରାମନଗୁଡ଼ା ବ୍ଳକ, ପଦ୍ମପୁର ବ୍ଳକ ଗୁଡାରି ବ୍ଳକ ଓ ଚନ୍ଦ୍ରପୁର ବ୍ଳକ ।[2][3]
ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୩,୬୪୧ |
ଜିଲ୍ଲା: | ରାୟଗଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କୋରାପୁଟ |
ପଞ୍ଚାୟତ ସମିତି: | ୫ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: | ୨ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗଙ୍କଠାରୁ ୭୩୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାମମୂର୍ତ୍ତି ମୁତିକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶିଶିର କୁମାର ଗମାଙ୍ଗଙ୍କଠାରୁ ୧୮,୭୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [6][7][4]
୨୦୦୯ ବିଧାନ ସଭା ନିର୍ବାଚନ, ଗୁଣୁପୁର [8] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରାମମୂର୍ତ୍ତି ମୁତିକା | ୪୧,୬୮୭ | ୩୮.୬୨ | - | |
କଂଗ୍ରେସ | ଶିଶିର କୁମାର ଗମାଙ୍ଗ | ୨୨,୯୩୮ | ୨୧.୨୫ | - | |
ସିପିଆଇ(ମାଲେ) ଲିବରେସନ | ତ୍ରିପତି ଗମାଙ୍ଗ | ୧୨,୮୯୦ | ୧୧.୯୪ | - | |
ଭାଜପା | ଅଶ୍ୱିନୀ ଗମାଙ୍ଗ | ୧୨,୪୪୧ | ୧୧.୫୩ | - | |
ସ୍ୱାଧୀନ | ଭାରିରଥୀ ଗମାଙ୍ଗ | ୫,୯୭୯ | ୫.୫୪ | - | |
ବସପା | ସେନାପତି କଡ଼ର୍କା | ୪,୨୭୮ | ୩.୯୬ | - | |
ସମୃଦ୍ଧ ଓଡ଼ିଶା | ସତ୍ୟନାରାୟଣ ପ୍ରତିକା | ୩,୯୨୬ | ୩.୬୪ | - | |
ସ୍ୱାଧୀନ | ଐସନତି ଶବର | ୩,୭୯୫ | ୩.୫୨ | - | |
ଭୋଟ ବ୍ୟବଧାନ | ୧୮,୭୪୯ | ୧୭.୩୭* | - | ||
ମତଦାନ ହାର | ୧,୦୮,୮୪୧ | ୬୦.୯୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.