ଭର୍ଜିନିଆ ମେରୀ ଗିନି ରୋମେଟି(ଜନ୍ମ ଜୁଲାଇ ୨୯,୧୯୫୭)[3][4] ହେଉଛନ୍ତି ଜଣେ ଆମେରିକୀୟ ବ୍ୟବସାୟୀ।ସେ ଆଈ.ବି.ଏମ(IBM) କମ୍ପାନୀର ଏବେକାର ମୁଖ୍ୟ ସଭାପତି ଓ ପରିଚାଳକ।ଏହି କମ୍ପାନୀକୁ ଅଧିନୟ କରିଥିବା ସେ ପ୍ରଥମ ମହିଳା[5] ।ସେ ଜାନୁଆରୀ ୨୦୧୨ରେ ମୁଖ୍ୟ ପରିଚାଳକ ପଦବୀ ଗ୍ରହଣ କରିଥିଲେ,ଓ ୟା ପୂର୍ବରୁ ସେ ଆଈ.ବି.ଏମ କମ୍ପାନୀର ଉପସଭାପତି ଏବଂ ବ୍ୟବସାୟ ପରିଚାଳନା ବିଭାଗର ମୁଖ୍ୟ ରୂପେ କାମ କରି ସାରିଥିଲେ।ସେ ୧୯୮୧ରେ ଡ଼େର୍ଟୋଏଟସ୍ଥିତ ଆଈ.ବି.ଏମରେ ଏକ ପ୍ରଣାଳୀ ଯନ୍ତ୍ରୀ ରୂପେ ପ୍ରଥମ ଥର ପାଇଁ ଯୋଗ ଦେଇଥିଲେ।

Quick Facts ଗିନି ରୋମେଟି, ଜନ୍ମ ...
ଗିନି ରୋମେଟି
Thumb
Rometty at the 2011 Fortune Most Powerful Women Summit
ଜନ୍ମ
Virginia Marie Nicosia[1][2]

(1957-07-29) ୨୯ ଜୁଲାଇ ୧୯୫୭ (ବୟସ ୬୭)
Chicago, Illinois, United States
ଜାତୀୟତାAmerican
ଶିକ୍ଷାNorthwestern University (B.S.)
ବୃତ୍ତି(ସମୂହ)Chairwoman, President and CEO of IBM
PredecessorSamuel J. Palmisano
Close

ଫୋରଚୁନ ମଗାଜିନ୍ର "ଶକ୍ତିଶାଳୀ ୫୦ ମହିଳା" ପାହ୍ୟାରେ ଲଗାତାର ୧୦ ବର୍ଷ ଯାଏ ରହିଥିଲେ ଏବଂ ସେ ୨୦୧୨[6],୨୦୧୩,୨୦୧୪[7] ମସିହାରେ ପ୍ରଥମ ସ୍ଥାନରେ ରହିଥିଲେ।ଏହି ପରି ତାଙ୍କୁ ବହୁତ ଅନୁଷ୍ଠାନ[8][9][10]ରୁ ପୁରସ୍କାର ଓ ସମ୍ମାନ,ଓ ତିରସ୍କାର[11][12][13] ମଧ୍ୟ ମିଳିଅଛି।

ବାଲ୍ୟ ଜୀବନ ଓ ପାଠପଢ଼ା

ରୋମେଟି ରବର୍ଟ ଆର.ମେକ୍ରୋମିକ୍ ଯାନ୍ତ୍ରିକ ଅଭିକଳ୍ପ[14] ଏବଂ ପ୍ରୟୋଗାତ୍ମକ ବିଜ୍ଞାନ ମହାବିଦ୍ୟାଳୟରୁ ୧୯୭୯ ମସିହାରେ କମ୍ପ୍ୟୁଟର ବିଜ୍ଞାନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ନାତକ ହାସଲ କରିଥିଲେ।ରୋମେଟି କାପା କାପା ଗାମା ଷୋରୋରିଟିର ମୁଖ୍ୟ ରୂପରେ ମଧ୍ୟ କାର୍ଯ୍ୟ ନିର୍ବାହ କରି ସାରିଥିଲେ।.[15]

ବୃତ୍ତି

୧୯୭୯ ମସିହାରେ ତାଙ୍କ ସ୍ନାତକ ସାରି ସେ ୧୯୮୧ରେ "ଜେନେରାଲ ମୋଟର" ଅନୁଷ୍ଠାନରେ କାମ କରିବାକୁ ପଳେଇଲେ।ପରେ ସେ IBMରେ ପ୍ରଣାଳୀ ଯନ୍ତ୍ରୀ ରୂପେ ଯୋଗ ଦେଇଥିଲେ।ସେ IBMର ପରାମର୍ଶକାରି ଦଳରେ ୧୯୯୧ରେ ଯୋଗ ଦେଇଥିଲେ [16]।ସେ ପ୍ରାଇସ ୱାଟର ହାଉଶ୍ କୁପର୍କୁ ୩.୫ ମିଲିଅନରେ ପରେ କିଣି ଏକ ବିଜୟ ପଦକ୍ଷପ ନେଇଥିଲେ।[17]

ବ୍ୟକ୍ତିଗତ ଜୀବନ

ରୋମ୍ବଟି ବାମ ତେଲ କମ୍ପାନୀର ମୁଖ୍ୟ ଅନୁସନ୍ଧାନ କାରି ମାର୍କ ଏନ୍ଥୋନି ରୋମେଟି ଙ୍କୁ ବିବାହ କରିଥିଲେ ।ତାଙ୍କର କୌଣସି ସନ୍ତାନ ନାହିଁ।[18]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.