From Wikipedia, the free encyclopedia
ଖଣ୍ଡପଡ଼ା (କ୍ରମିକ ସଂଖ୍ୟା: ୧୨୦) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଣ୍ଡପଡ଼ା (ବି), ଖଣ୍ଡପଡ଼ା ବ୍ଳକ, ଭାପୁର ବ୍ଳକ ।[1][2]
ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୬୩,୪୨୪ |
ଜିଲ୍ଲା: | ନୟାଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଟକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନୁଭବ ପଟ୍ଟନାୟକ ଆମ ଓଡ଼ିଶା ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କଠାରୁ ୬୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[3]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ'ଙ୍କଠାରୁ ୧୬,୮୧୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[4]
୨୦୦୯ ବିଧାନ ସଭା ନିର୍ବାଚନ, ଖଣ୍ଡପଡ଼ା [5] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସିଦ୍ଧାର୍ଥ ଶେଖର ସିଂହ | ୬୧,୬୫୪ | ୫୪.୭୧ | - | |
କଂଗ୍ରେସ | ସୌମ୍ୟ ରଞ୍ଜନ ପଟ୍ଟନାୟକ | ୪୪,୮୪୦ | ୩୯.୭୯ | - | |
ଭାଜପା | ବିଜୟଲକ୍ଷ୍ମୀ ପଟ୍ଟନାୟକ | ୩,୩୩୨ | ୨.୯୬ | - | |
ସ୍ୱାଧୀନ | ବନମାଳି ଦାସ | ୯୩୪ | ୦.୮୩ | - | |
ଆରପିଆଇ (ଆ) | ବ୍ରଜବନ୍ଧୁ ବେହେରା | ୭୯୫ | ୦.୭୧ | - | |
ଜନତା ଦଳ (ସଂ) | ମହେଶ ପ୍ରସାଦ ସିଂହସାମନ୍ତ | ୫୭୯ | ୦.୫୧ | - | |
ସମୃଦ୍ଧ ଓଡ଼ିଶା | ମିହିର କୁମାର ମିଶ୍ର | ୫୫୫ | ୦.୪୯ | - | |
ଭୋଟ ବ୍ୟବଧାନ | ୧୬,୮୧୪ | ୧୪.୯୨* | - | ||
ମତଦାନ ହାର | ୧,୧୨,୬୯୬ | ୭୨.୬୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [6][3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.