କୌଶଲ୍ୟାଦଶରଥ ପତ୍ନୀ / From Wikipedia, the free encyclopedia ହିନ୍ଦୁ ପୁରାଣ ରାମାୟଣ ଅନୁସାରେ କୌଶଲ୍ୟା କୋଶଳ ରାଜ୍ୟର ରାଜକୁମାରୀ ଥିଲେ । ସେ ରାଜା ଦଶରଥଙ୍କ ପତ୍ନୀ, ଭଗବାନ ରାମଙ୍କ ମାତା ତଥା ଅଯୋଧ୍ୟାଙ୍କ ଜ୍ୟେଷ୍ଠ ରାଣୀ ଥିଲେ । ସେ ମଧ୍ୟ ଶାନ୍ତାର ମାତା ଥିଲେ । ରାଜା ଦଶରଥଙ୍କ ତିନିରାଣୀ ମଧ୍ୟରେ କୌଶଲ୍ୟା ଥିଲେ ଜ୍ୟେଷ୍ଠା ପତ୍ନୀ ।[1]
ହିନ୍ଦୁ ପୁରାଣ ରାମାୟଣ ଅନୁସାରେ କୌଶଲ୍ୟା କୋଶଳ ରାଜ୍ୟର ରାଜକୁମାରୀ ଥିଲେ । ସେ ରାଜା ଦଶରଥଙ୍କ ପତ୍ନୀ, ଭଗବାନ ରାମଙ୍କ ମାତା ତଥା ଅଯୋଧ୍ୟାଙ୍କ ଜ୍ୟେଷ୍ଠ ରାଣୀ ଥିଲେ । ସେ ମଧ୍ୟ ଶାନ୍ତାର ମାତା ଥିଲେ । ରାଜା ଦଶରଥଙ୍କ ତିନିରାଣୀ ମଧ୍ୟରେ କୌଶଲ୍ୟା ଥିଲେ ଜ୍ୟେଷ୍ଠା ପତ୍ନୀ ।[1]