କୋଟପାଡ଼ (କ୍ରମିକ ସଂଖ୍ୟା: ୧୪୨) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୋଟପାଡ଼ (ବି), କୋଟପାଡ଼ ବ୍ଳକ, କୁନ୍ଦ୍ରା ବ୍ଳକ, ବୋରିଗୁମ୍ମା ବ୍ଳକର କିଛି ଅଂଶ ଓ ବୈପାରୀଗୁଡ଼ା ବ୍ଳକର କିଛି ଅଂଶ ।[1][2]

Quick Facts କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୧,୮୦,୫୬୭
ଜିଲ୍ଲା:କୋରାପୁଟ
ଲୋକ ସଭା ନିର୍ବାଚନ ମଣ୍ଡଳୀ:ନବରଙ୍ଗପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:
Close

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ କୁମାର ପାଙ୍ଗୀଙ୍କଠାରୁ ୩୧୩୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[3]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବାସୁଦେବ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ଗୋପୀନାଥ ନାୟକଙ୍କଠାରୁ ୧୧,୨୩୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[4]

୨୦୦୯ ନିର୍ବାଚନ ଫଳାଫଳ

More information ୨୦୦୯ ବିଧାନ ସଭା ନିର୍ବାଚନ, କୋଟପାଡ଼, ରାଜନୈତିକ ଦଳ ...
୨୦୦୯ ବିଧାନ ସଭା ନିର୍ବାଚନ, କୋଟପାଡ଼ [5]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ବାସୁଦେବ ମାଝି ୪୫,୬୦୩ ୩୭.୪୦ -
ବିଜଦ ଗୋପୀନାଥ ନାୟକ ୩୪,୩୬୯ ୨୮.୧୯ -
ଭାଜପା ପଦ୍ମନାଭ ମାଝି ୨୦,୪୪୨ ୧୬.୭୭ -
ସ୍ୱାଧୀନ ସଦନ ନାୟକ ୯,୭୭୫ ୮.୦୨ N/A
କଳିଙ୍ଗ ସେନା କମଳୁ ଭତ୍ରା ୩,୨୭୬ ୨.୬୯ N/A
ବସପା ବଳରାମ ନାୟକ ୩,୨୩୩ ୨.୬୫ -
ସମୃଦ୍ଧ ଓଡ଼ିଶା ବିଦ୍ୟାବତୀ ଚଲାଣ ୨,୮୯୧ ୨.୩୭ N/A
ରିସୋପା ତ୍ରିଲୋଚନ ଦିସାରୀ ୨୩୩୮ ୧.୯୨ N/A
ଭୋଟ ବ୍ୟବଧାନ ୧୧,୨୩୪ ୯.୨୧* -
ମତଦାନ ହାର ୧,୨୧,୯୩୦ ୭୩.୩୧ -
Close

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [6][3]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.