କଲଚିସିନ ଏକ ଔଷଧ ଯାହା ଗାଉଟ ଏବଂ ବେସେଟ ଡିଜିଜ ରୋଗମାନଙ୍କ ଚିକିତ୍ସାରେ ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
କଲଚିସିନ ଏକ ଔଷଧ ଯାହା ଗାଉଟ ଏବଂ ବେସେଟ ଡିଜିଜ ରୋଗମାନଙ୍କ ଚିକିତ୍ସାରେ ପାଇଁ ବ୍ୟବହୃତ ହୁଏ । [1] [2] [3] ଗାଉଟ ରୋଗରେ ଏହାନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟରୀ ଔଷଧ କିମ୍ବା ସ୍ଟିରଏଡ ଅପେକ୍ଷା କମ୍ ପସନ୍ଦ କରାଯାଏ | [4] ଅନ୍ୟାନ୍ୟ ବ୍ୟବହାରରେ ପେରିକାର୍ଡାଇଟିସ୍ ଏବଂ ପାରିବାରିକ ଭୂମଧ୍ୟସାଗରୀୟ ଜ୍ୱର ରୋଗର ପ୍ରତିଷେଧ ଭାବରେ ବ୍ୟବହାର କରାଯାଏ ।[4] [5] ଏହା ପାଟିଦ୍ୱାରା ନିଆଯାଏ | [4]
Clinical data | |
---|---|
Trade names | Colcrys, Mitigare, others |
AHFS/Drugs.com | monograph |
MedlinePlus | a682711 |
data |
|
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 45% |
Protein binding | 35-44% |
Metabolism | Metabolism, partly by CYP3A4 |
Elimination half-life | 26.6-31.2 hours |
Excretion | Faeces (65%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.544 |
Chemical and physical data | |
Formula | C22H25NO6 |
Molar mass | 399.437 |
3D model (JSmol) | |
SMILES
| |
InChI
| |
(verify) |
ଅଧିକ ମାତ୍ରାରେ ଏହି ଔଷଧ ଦେଲେ ସାଧାରଣତଃ ପାର୍ଶ୍ୱ ପ୍ରତିକ୍ରିୟାରେ ପାକଅନ୍ତନଳୀ ସମସ୍ୟା ହୁଏ ।[6] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ କଣିକା ପରିମାଣ କମିଯାଏ ଏବଂ ରାବଡୋମାୟୋଲାଇସିସ୍ ହୋଇପାରେ | [4] ଗର୍ଭଧାରଣ ସମୟରେ ବ୍ୟବହାରର ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ସ୍ତନ୍ୟପାନ ସମୟରେ ବ୍ୟବହାର ନିରାପଦ ଦେଖାଯାଏ | [4] [7] ଅତ୍ୟଧିକ ମାତ୍ରାରେ ମୃତ୍ୟୁ ହୋଇପାରେ। [4] ଏକାଧିକ ପ୍ରଣାଳୀରେ ପ୍ରଦାହ ହ୍ରାସ କରି କଲଚିସିନ କାମ କରେ | [8]
କଲଚିସିନ୍ ଖ୍ରୀଷ୍ଟପୂର୍ବ ୧୫୦୦ ମସିହାରୁ ଅଟମ କ୍ରୋକସ ଆକାରରେ ଗଣ୍ଠି ଫୁଲା ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା | [9] ୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । [10] ଏହା ଯୁକ୍ତରାଜ୍ୟରେ ଜେନେରିକ ଔଷଧ ଭାବରେ ଉପଲବ୍ଧ ଓ ୨୦୧୯ ମସିହାରେ[11] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨୫୨.୨୦ ଆମେରିକୀୟ ଡଲାର ଥିଲା । [12] ୨୦୧୭ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ୨୦୧ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [13] [14]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.