ଓଡ଼ିଆ ଲିପି
ଓଡ଼ିଆ, ସମ୍ବଲପୁରୀ ଓ କୁଇ ଭାଷା ଲେଖିବା ପାଇଁ ବ୍ୟବହୃତ ଲିପି / From Wikipedia, the free encyclopedia
ଓଡ଼ିଆ ଲିପି (ଉତ୍କଳ ଲିପି/ ଉତ୍କଳାକ୍ଷର) ଓଡ଼ିଆ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଏହା ପୁରାତନ କଳିଙ୍ଗ ଲିପିରୁ ତିଆରି । ଅତୀତର କଳିଙ୍ଗ ଲିପିର ଅବଶେଷ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ମଞ୍ଚପୁରୀ ଗୁମ୍ଫା ତଥା ଓଡ଼ିଶାର ବାକି ଅନେକ ସ୍ଥାନରୁ ମିଳିଥିବା ପଥର ଅଭିଲେଖରୁ ମିଳିଥାଏ ।
Quick Facts ଓଡ଼ିଆ, ପ୍ରକାର ...
ଓଡ଼ିଆ | |
---|---|
ପ୍ରକାର | ଦକ୍ଷିଣ ବ୍ରାହ୍ମୀ
|
ଭାଷାସମୂହ | ଓଡ଼ିଆ ଭାଷା |
ସମୟକାଳ | ସି. ୧୦୬୦ରୁ–ଏବେଯାଏଁ |
Parent systems | ପ୍ରାଚୀନ ଭାରତୀୟ ଚିତ୍ର ଲିପି
|
ଦିଗ | Left-to-right |
ISO 15924 | Orya, 327 |
ଇଉନିକୋଡ଼ ଉପନାମ | Oriya |
ଇଉନିକୋଡ଼ ସୀମା | U+0B00–U+0B7F |
Close