ଉଇକିଅଭିଧାନ
From Wikipedia, the free encyclopedia
ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: "ସବୁ ଶବ୍ଦ ସବୁ ଭାଷାରେ" ।[2]
- ସିଧାସଳଖ ଉଇକିପିଡ଼ିଆର ସହଯୋଗୀ ପ୍ରକଳ୍ପକୁ ଯିବା ପାଇଁ, www.wiktionary.org ଦେଖନ୍ତୁ, କିମ୍ବା ଓଡ଼ିଆ ଉଇକି-ଅଭିଧାନ ପାଇଁ ଉଇକି ଅଭିଧାନ ଦେଖନ୍ତୁ ।
Quick Facts ୟୁ.ଆର.ଏଲ, ସ୍ଳୋଗାନ ...
ୟୁ.ଆର.ଏଲ | http://www.wiktionary.org |
---|---|
ସ୍ଳୋଗାନ | The Free Dictionary |
ବ୍ୟବସାୟିକ | No |
ସାଇଟର ପ୍ରକାର | Online dictionary |
ରେଜେଷ୍ଟ୍ରିକରଣ | ଇଚ୍ଛାଧିନ |
ମିଳୁଥିବା ଭାଷା | Multi-lingual (over 170) |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ତିଆରି କରିଥିଲେ | Jimmy Wales and the Wikimedia community |
ଆରମ୍ଭ କରାଯାଇଥିଲା | ୧୨ ଡିସେମ୍ବର ୨୦୦୨ |
ଆଲେକ୍ସା କ୍ରମାଙ୍କ | 614 (April 2014[update])[1] |
ଏବେକାର ସ୍ଥିତି | ସଚଳ |
Close