From Wikipedia, the free encyclopedia
ଆସିକା ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହାର କ୍ରମିକ ସଂଖ୍ୟା ରାଜ୍ୟରେ ୧୯। ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
୨୦୧୪ ସାଧାରଣ ନିର୍ବାଚନରେରେ ବିଜୁ ଜନତା ଦଳ ପ୍ରାର୍ଥୀ ଲଡୁକିଶୋର ସ୍ୱାଇଁ ୩,୧୧,୯୯୭ ଭୋଟ ବ୍ୟବଧ୍ୟାନରେ କଂଗ୍ରେସପ୍ରାର୍ଥୀ ଲୋକନାଥ ରଥଙ୍କୁ ହରାଇଥିଲେ |[4]
୨୦୧୪ ଲୋକ ସଭା ନିର୍ବାଚନ ଫଳାଫଳ, ଆସିକା [5][6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଲଡୁକିଶୋର ସ୍ୱାଇଁ | ୫,୪୧,୪୭୩ | ୬୦.୪୧ | ||
କଂଗ୍ରେସ | ଲୋକନାଥ ରଥ | ୨,୨୯,୪୭୬ | ୨୫.୬ | ||
ଭାଜପା | ମହେଶ ଚନ୍ଦ୍ର ମହାନ୍ତି | ୬୭,୩୬୧ | ୭.୫୨ | ||
ଆମ୍ ଆଦମି ପାର୍ଟି | ପ୍ରଭାତ କୁମାର ମହାନ୍ତି | ୧୧,୦୬୩ | ୧.୨୩ | ||
ବସପା | ବିଜୟ କୁମାର ମହାପତ୍ର | ୯,୧୨୭ | ୧.୦୨ | ||
ତୃଣମୂଳ କଂଗ୍ରେସ | ବଂଶୀଧର ତ୍ରିପାଠୀ | ୭,୫୫୩ | ୦.୮୪ | ||
ସ୍ୱାଧୀନ | କେ ଶ୍ୟାମବାବୁ ସୁବୁଦ୍ଧି | ୫,୨୯୩ | ୦.୫୯ | ||
ସ୍ୱାଧୀନ | କାଳିଚରଣ ନାୟକ | ୫,୧୯୨ | ୦.୫୮ | - | |
ସିପିଆଇ(ମାଲେ) ଲିବରେସନ | ଶଙ୍କର ସାହୁ | ୪,୩୬୧ | ୦.୪୯ | ||
ନା ପସନ୍ଦ | ୧୫,୩୮୨ | ୧.୭୨ | - | ||
ଭୋଟ ବ୍ୟବଧାନ | ୩,୧୧,୯୯୭ | ୩୪.୮୧ | - | ||
ମତଦାନ ହାର | ୮,୯୬,୨୮୧ | ୬୪.୧୩ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.