![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/ae/Aciclovir_2D_structure.svg/langor-640px-Aciclovir_2D_structure.svg.png&w=640&q=50)
ଆସାଇକ୍ଲୋଭିର
From Wikipedia, the free encyclopedia
ଆସାଇକ୍ଲୋଭିର, ଅନ୍ୟ ନାମ ଏସିକ୍ଲୋଭିର ବା ଆସାଇକ୍ଲୋଗୁଆନୋସିନ ଏକ ପ୍ରକାର ଭୁତାଣୁନିରୋଧି ଔଷଧ[3] ପ୍ରଥମିକ ଭାବରେ ଏହା ସାମାନ୍ୟ ହର୍ପିସ ଭୁତାଣୁ (herpes simplex virus), ହାଡ଼ଫୁଟି, ଓ ହର୍ପିସ ଜୋସ୍ଟର ସଂକ୍ରମଣ ନିମନ୍ତେ ବ୍ୟବହୃତ ହେଉଥିଲା । ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ପ୍ରତିରୋପ ପରବର୍ତ୍ତୀ ସାଇଟୋମେଗାଲୋଭୁତାଣୁ ଓ ଏପସ୍ଟେନ-ବାର ଭୁତାଣୁ ସଂକ୍ରମଣ ମୂଖ୍ୟ । ଏହା ପାଟି ନିମନ୍ତେ ଓ ଶୀରାରେ ଦେବା ନିମନ୍ତେ ଥାଏ । [4]
![]() | |
![]() | |
Clinical data | |
---|---|
Pronunciation | /eɪˈsaɪkl[invalid input: 'ɵ']vɪər/ |
Trade names | Zovirax, others[1] |
Synonyms | acycloguanosine |
AHFS/Drugs.com | monograph |
MedlinePlus | a681045 |
data |
|
Pregnancy category |
|
Routes of administration | Intravenous, oral, topical (including eye ointment) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 15–20% (oral)[2] |
Protein binding | 9–33%[2] |
Metabolism | Hepatic |
Elimination half-life | 2-4 hours |
Excretion | Renal (62-90% as unchanged drug) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
PDB ligand | |
ECHA InfoCard | 100.056.059 ![]() |
Chemical and physical data | |
Formula | C8H11N5O3 |
Molar mass | ୨୨୫.୨୧ g·mol−1 |
3D model (JSmol) | |
Melting point | 256.5 °C (493.7 °F) |
SMILES
| |
InChI
| |
(verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ ଓ ତରଳ ଝାଡ଼ା ମୂଖ୍ୟ । ସାଂଘାତିକ ସଂଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବୃକ୍କ ସମସ୍ୟା ଓ ଥ୍ରୋମ୍ବୋସାଇଟୋପେନିଆ ଉଲ୍ଲେଖଯୋଗ୍ୟ । ବୃକ୍କ ଓ ଯକୃତ ସମସ୍ୟା ଥିଲେ ସାବଧାନତା ସହ ଏହି ଔଷଧ ଦିଆଯାଏ ।[4] ଗର୍ଭାବସ୍ଥାରେ କୌଣସି ସମସ୍ୟା ଦେଖାନଥିବାଲୁ ଏହା ନିରାପଦ ମନେ କରାଯାଏ । [4][5] ସ୍ତନ୍ୟପାନ ସମୟରେ ଏହ ନିରାପଦ । [6] ଆସାଇକ୍ଲୋଭିର ଏକ ନ୍ୟୁକ୍ଲିକଏସିଡ ଆନାଲଗ ଯାହା ଗୁଅନୋସିନରୁ ପ୍ରସ୍ତୁତ ହୋଇଥାଏ । ଭୁତାଣୁର ଡିଏନଏ ପ୍ରସ୍ତୁତି କମେଇ ଏହା କାର୍ଯ୍ୟକାରୀ ହୁଏ ।[4]
ସନ ୧୯୭୭ରେ ଏହି ଔଷଧର ଆବିଷ୍କାର କଥା ପ୍ରଚାରିତ ହୋଇଥିଲା । [7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ବଜାରରେ ଅନେକ ବ୍ରାଣ୍ଡ ନାମରେ ମିଳେ । [1] ଏହାର ଡୋଜ ପିଛା ମୂଲ୍ୟ ୦.୦୩ରୁ ୦.୧୨ ଆମେରିକୀୟ ଡଲାର ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଡୋଜର ମୂଲ୍ୟ ୦.୫୦ ଡଲାର । [4][6]