![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/af/2064_aryabhata-crp.jpg/640px-2064_aryabhata-crp.jpg&w=640&q=50)
ଆର୍ଯ୍ୟଭଟ୍ଟ
ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ / From Wikipedia, the free encyclopedia
ଆର୍ଯ୍ୟଭଟ୍ଟ[1][2] (ସନ ୪୭୬– ସନ ୫୫୦)[3][4] ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ)[5] ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
Quick Facts ଆର୍ଯ୍ୟଭଟ୍ଟ, ଜନ୍ମ ...
ଆର୍ଯ୍ୟଭଟ୍ଟ | |
---|---|
![]() ଆଇ ୟୁ କା, ପୁନେଠାରେ ଅବସ୍ଥିତ ଆର୍ଯ୍ୟଭଟ୍ଟଙ୍କର ମୂର୍ତ୍ତି | |
ଜନ୍ମ | ସନ ୪୭୬ |
ମୃତ୍ୟୁ | ସନ ୫୫୦ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଗଣିତଜ୍ଞ, ଖଗୋଳ ବିଜ୍ଞାନୀ |
ଉଲ୍ଲେଖନୀୟ କୃତି | ଆର୍ଯ୍ୟଭଟ୍ଟୀୟ, ଆର୍ଯ୍ୟ-ସିଦ୍ଧାନ୍ତ |
Close