ଆଫ୍ରିକା
ମହାଦେଶ / From Wikipedia, the free encyclopedia
ଆଫ୍ରିକା ପୃଥିବୀର ଦ୍ୱିତୀୟ ସର୍ବବୃହତ ମହାଦେଶ ।ଏହା ପୃଥିବୀର ୬% ଅଂଶ ଓ ସ୍ଥଳଭାଗର ୨୦.୪% ସ୍ଥାନ ଅଧିକାର କରିଛି ।[2]
Quick Facts କ୍ଷେତ୍ରଫଳ, ଲୋକସଁଖ୍ୟା ...
Africa | |
କ୍ଷେତ୍ରଫଳ | 30,221,532 km2 (11,668,599 sq mi) |
---|---|
ଲୋକସଁଖ୍ୟା | 1,022,234,000[1] (2010, ଦ୍ୱିତୀୟ) |
ଲୋକସଁଖ୍ୟାର ଘନତା | 30.51/km2 (about 80/sq mi) |
ରାଷ୍ଟ୍ରିଅତା | African |
ଦେଶ | ୫୬ (List of countries) |
ଅଧିନରେ ଥିବା ଜାଗା | List
|
ଭାଷା | Languages of Africa |
ସମୟ ଜୋନ | UTC-1 to UTC+4 |
ନଗର | List of metropolitan areas in Africa List of cities in Africa |
Close
ଏସିଆ ପରେ ଏହା ଦ୍ୱିତୀୟ ଜନବହୁଳ ମହାଦେଶ । ପୃଥିବୀର ୧୪.୭୨ ଭାଗ ଲୋକ ଏଠାରେ ବାସ କରନ୍ତି । ଏଠାରେ ଅଧିକାଂଶ ଲୋକଙ୍କର ରଙ୍ଗ କଳା[ଆଧାର ଲୋଡ଼ା] ।