ଆଇସୋପ୍ରେନାଲିନ, ଯାହାକୁ ଆଇସୋପ୍ରୋଟେରେନୋଲ ମଧ୍ୟ କୁହାଯାଏ, ଏକ ଔଷଧ ଯାହା ସ୍ୱଳ୍ପ ହୃଦ୍‌ଗତି ହାର, ହୃତ୍‌ପିଣ୍ଡ ଅବରୋଧ, ଶକ୍ ଏବଂ ବ୍ରୋଙ୍କୋସ୍ପାଜ୍ମ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[2] ଶକ୍ ନିମନ୍ତେ ସାଧାରଣତଃ ନର୍ ଏପିନେଫ୍ରିନ ପସନ୍ଦ କରାଯାଏ ।[2] ଏହା ସାଧାରଣତ ଇଞ୍ଜେକ୍ସନ୍ ସାହାଯ୍ୟରେ ଦିଆଯାଏ ।[2]

Quick Facts Clinical data, Trade names ...
ଆଇସୋପ୍ରେନାଲିନ
Thumb
Clinical data
Trade namesIsoprenaline Macure, others[1]
AHFS/Drugs.commonograph
MedlinePlusa601236
Pregnancy
category
  • AU: A
  • US: C (Risk not ruled out)
    Routes of
    administration
    Inhalation (80–120 μg), intravenous injection (IV)
    Legal status
    Legal status
    • AU: S4 (Prescription only)
    • ℞ (Prescription only)
    Pharmacokinetic data
    Elimination half-life~2 minutes
    Identifiers
    IUPAC name
    • (RS)-4-[1-hydroxy-2-(isopropylamino)ethyl]benzene-1,2-diol
    ECHA InfoCard100.028.807 Edit this at Wikidata
    Chemical and physical data
    FormulaC11H17NO3
    Molar mass୨୧୧.୨୬ g·mol−1
    3D model (JSmol)
    SMILES
    • CC(C)NCC(O)c1cc(O)c(O)cc1
    InChI
    • InChI=1S/C11H17NO3/c1-7(2)12-6-11(15)8-3-4-9(13)10(14)5-8/h3-5,7,11-15H,6H2,1-2H3 checkY
    • Key:JWZZKOKVBUJMES-UHFFFAOYSA-N checkY
      (verify)
    Close

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଉଦ୍‌ବେଗ, ଅସ୍ପଷ୍ଟ ଦୃଷ୍ଟି, ଦୃତ ହୃତ୍ ସ୍ପନ୍ଦନ, ଛାତି ଯନ୍ତ୍ରଣା, ଅଧିକ ଝାଳ ଏବଂ କମ୍ପନ ହୋଇପାରେ ।[2] କାର୍ଡିଆକ୍ ଗ୍ଲାଇକୋସାଇଡ୍ ବିଷାକ୍ତ ବ୍ୟକ୍ତିଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[2] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ଦେଖାଯାଏ ।[3] ଏହା ଏକ ଅଣ-ଚୟନକାରୀ β ଆଡ୍ରେନୋସେପ୍ଟର ଆଗୋନିଷ୍ଟ ।[4]

    ୧୯୪୭ ମସିହାରେ ଆମେରିକାରେ ଚିକିତ୍ସା ବ୍ୟବହାର ପାଇଁ ଆଇସୋପ୍ରେନାଲିନ୍ ଅନୁମୋଦିତ ହୋଇଥିଲା ।[5] ଯୁକ୍ତରାଷ୍ଟ୍ରରେ ୦.୨ ମିଗ୍ରା ଇଞ୍ଜେକ୍ସନ ପାଇଁ ୨୦୨୧ ସୁଦ୍ଧା ପ୍ରାୟ ୧୯୦ ଡଲାର ଖର୍ଚ୍ଚ ହେଉଥିଲା ।[6] ପାଟିରେ ଏବଂ ନିଶ୍ୱାସପ୍ରାପ୍ତ ଫର୍ମଗୁଡ଼ିକ ଯୁକ୍ତରାଷ୍ଟ୍ରରେ ବ୍ୟବସାୟିକ ଭିତ୍ତିରେ ଏହି ଔଷଧ ଆଉ ଉପଲବ୍ଧ ହେଉନାହିଁ ।[2] ଏହା ବିଭିନ୍ନ ବେପାର ନାମରେ ଉପଲବ୍ଧ ।[1]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.