![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2f/Sita-Ashok_%2528Saraca_asoca%2529_flowers_in_Kolkata_W_IMG_4146.jpg/640px-Sita-Ashok_%2528Saraca_asoca%2529_flowers_in_Kolkata_W_IMG_4146.jpg&w=640&q=50)
ଅଶୋକ (ଗଛ)
From Wikipedia, the free encyclopedia
ଅଶୋକ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ର ଗୁଡ଼ିକ କେନ୍ଦୁ ପତ୍ର ପରି ଦିଶେ । ଏହାର ଫୁଲ ପେନ୍ଥା,ପେନ୍ଥା ହୋଇଥାଏ । ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ । ଏହା ଓଡ଼ିଶାର ରାଜ୍ୟ ପୁଷ୍ପ।
Quick Facts ଅଶୋକ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଅଶୋକ | |
---|---|
![]() | |
ଅଶୋକ ଫୁଲ (ଓଡ଼ିଶାର ରାଜ୍ୟ ଫୁଲ) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Fabales |
କୁଳ: | Fabaceae |
ପ୍ରଜାତି: | Saraca |
ଜାତି: | S. asoca |
ବାଇନୋମିଆଲ ନାମ | |
Saraca asoca (Roxb.) Wilde | |
Synonyms | |
Saraca indica Linnaeus |
Close