ଅକ୍ଟୋବର
From Wikipedia, the free encyclopedia
ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଅକ୍ଟୋବର ହେଉଛି ବର୍ଷର ଦଶମ ମାସ, ଏବଂ ସାତୋଟି ୩୧ ଦିନିଆ ମାସ ମଧ୍ୟରୁ ଷଷ୍ଠ ମାସ । ଲାଟିନ୍ ଭାଷାରେ, ଅକ୍ଟୋ (octo) ଅର୍ଥ ହେଉଛି "ଆଠ" । ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ଅକ୍ଟୋବର ହିଁ ରୋମାନ୍ କ୍ୟାଲେଣ୍ଡରର ଅଷ୍ଟମ ମାସ ଥିଲା ।[1] ଅକ୍ଟୋବର ସାଧାରଣତଃ ଦକ୍ଷିଣ ଗୋଲାର୍ଦ୍ଧର କିଛି ଅଂଶରେ ବସନ୍ତର ଋତୁ ଏବଂ ଉତ୍ତର ଗୋଲାର୍ଦ୍ଧର କିଛି ଅଂଶରେ ଶରତ ଋତୁ ସହିତ ଜଡ଼ିତ ।
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | ୩୧ |