ଅଇ ଅର୍ଥ ବାନ୍ତି ହେବା ପୂର୍ବ ଅବସ୍ଥା ଯେତେବେଳେ ଏକ ଅସୁସ୍ଥ ଅନୁଭବ ହୁଏ ଓ ବାନ୍ତିର ଉପକ୍ରମ ହୋଇପାରେ[1] ଅଇ ହେଲେ ସାଧାରଣତଃ ଅଧିକ ଲାଳ ତିଆରି ହୁଏ | [2] ଏଥିରେ ପେଟ ଯନ୍ତ୍ରଣା ହୋଇପାରେ ବା ହୋଇ ନପାରେ | [3] ସାଧାରଣତଃ ଏହା ଦୁଇ ଦିନରୁ କମ୍ ରହିଥାଏ କିନ୍ତୁ ଦୀର୍ଘ ସମୟ ଧରି ମଧ୍ୟ ରହିପାରେ | <undefined />

Quick Facts Nausea, ବିଭାଗ ...
Nausea
Feeling sick[1]
Thumb
A 1681 painting depicting a person vomiting
ବିଭାଗGastroenterology
କାରଣCommon: Gastroenteritis, food poisoning[2]
Serious: Pancreatitis, gall bladder disease, bowel obstruction, diabetic ketoacidosis, increased intracranial pressure, adrenal crisis[2]
Others: Medications, alcohol, anxiety, depression, morning sickness[2]
ପୁନଃପୌନିକCommon[2]
Close

ସାଧାରଣ କାରଣଗୁଡ଼ିକ ମଧ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ଖାଦ୍ୟ ବିଷାକ୍ତତା ଅନ୍ତର୍ଭୁକ୍ତ | <undefined /> ଗୁରୁତର କାରଣ ମଧ୍ୟରେ ଅଗ୍ନାଶୟ ପ୍ରଦାହ ରୋଗ, ପିତ୍ତକୋଷ ରୋଗ, ଅନ୍ତନଳୀ ଅବରୋଧ, ଡାଏବେଟିକ କିଟୋଏସିଡୋସିସ୍, ଅଧିକ ଖପୁରୀ ମଧ୍ୟସ୍ଥ ଚାପ ବ ଇଣ୍ଟାକ୍ରାନିଆଲ୍ ଚାପ ଏବଂ ଆଡ୍ରେନାଲ୍ ସଙ୍କଟ ହୋଇପାରେ । <undefined /> ଅନ୍ୟାନ୍ୟ କାରଣ ମଧ୍ୟରେ ଗତି ରୋଗ, ଔଷଧ, ମଦ୍ୟପାନ, ଚିନ୍ତା, ଅବସାଦ ଏବଂ ଗର୍ଭ ଅସୁସ୍ଥି ଅନ୍ତର୍ଭୁକ୍ତ |[2]

ଅଧିକାଂଶ ସମୟରେ ବିନା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସାରେ ବାନ୍ତି ଭଲ ହୋଇଯାଏ | [1] ଆବଶ୍ୟକ ସ୍ଥଳେ ଚିକିତ୍ସାରେ ଆଣ୍ଟିଏମେଟିକ ବା ବାନ୍ତିରୋଧୀ ଔଷଧ ଯେପରିକି ଡାଇମେନହାଡ୍ରିନେଟ, ମେଟୋକ୍ଲୋପ୍ରାମାଇଡ metoclopramide ଏବଂ ଓଣ୍ଡାନସ୍ଟେରନ ଦିଆଯାଇପାରେ । [4] ନିର୍ଦ୍ଦିଷ୍ଟ ଅନ୍ତର୍ନିହିତ କାରଣଗୁଡିକର ସମାଧାନ ଆବଶ୍ୟକ ହୋଇପାରେ | [4] ଅଇ ଶବ୍ଦଟି ଲାଟିନ୍‌ର ନସିଆରୁ, ଗ୍ରୀକ୍ ଭାଷାର ναυσία -, nausia "ναυτία" - nautia, ସାମୁଦ୍ରକ ଅସୁସ୍ଥତାକୁ ବୁଝାଏ।  

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.