From Wikipedia, the free encyclopedia
ହାଇଡ୍ରକ୍ସିଜିନ (ଇଂରାଜୀ ଭାଷାରେ Hydroxyzine, ଏକ ବିକ୍ରୟ ନାମ ଆଟାରାକ୍ସ/ Atarax) ଏକ ପ୍ରକାର ଆଣ୍ଟିହିସ୍ଟାମିନ (antihistamine) ଟାଇପର ଔଷଧ ।[3] ଉଦ୍ବେଗ, ଅଇ (nausea) ଓ ଗଲୁ (itchiness) ହେଉଥିଲେ ଏହି ଔଷଧ ଦିଆଯାଏ ।[3] ଏହି ଔଷଧ ପାଟିରେ (by mouth) ବା ମାଂସପେଶୀରେ (injection into a muscle) ଇଞ୍ଜେକସନ ଆକାରରେ ଦିଆଯାଏ । [3]
Clinical data | |
---|---|
Pronunciation | /haɪˈdrɒksɪziːn/ |
Trade names | Atarax, Vistaril, others |
Synonyms | UCB-4492 |
AHFS/Drugs.com | monograph |
MedlinePlus | a682866 |
Pregnancy category |
|
Routes of administration | By mouth, intramuscular injection |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | High |
Protein binding | 93% |
Metabolism | Hepatic |
Metabolites | Cetirizine, others |
Elimination half-life | Adults: 20.0 hours[1][2] Children: 7.1 hours[1] |
Excretion | Urine, feces |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.630 |
Chemical and physical data | |
Formula | C21H27ClN2O2 |
Molar mass | 374.904 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବିନ୍ଧା ଓ ଶୁଷ୍କ ପାଟି (dry mouth) ହୋଇଯାଏ ।[3][4] ସାଂଘାତିକ ପ୍ରତିକ୍ରିୟା ହେଲେ ଇସିଜିରେ କ୍ୟୁଟି ଲମ୍ବ ହୋଇଯାଏ (QT prolongation) ।[4] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[3] ହିସ୍ଟାମିନ (histamine) ପ୍ରଭାବକୁ ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[4] ପିପେରାଜିନ (piperazine) ରାସାୟନିକ ଦ୍ରବ୍ୟମାନଙ୍କ ପରିବାରର ଏହା ଏକ ସଦସ୍ୟ । [3]
ସନ ୧୯୫୬ରେ ୟୁନିଅନ ସିମିକ ବେଲଗେ (en:Union Chimique Belge) ପ୍ରଥମେ ହାଇଡ୍ରକ୍ସିଜିନ ଔଷଧ ସିନଥେସିସ (made) ବା ପ୍ରସ୍ତୁତ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ସେହି ବର୍ଷ ଫାଇଜର (Pfizer) କମ୍ପାନୀଦ୍ୱାରା ବିକ୍ରୟ ନିମନ୍ତେ ସ୍ୱୀକୃତି ଦେଇଥିଲେ ।[3][5] ସଂଯୁକ୍ତ ରାଷ୍ଟ୍ରରେ ୨୮ ମାତ୍ରାର ଔଷଧର ୧ ପାଉଣ୍ଡରୁ କମ ମୂଲ୍ୟରେ ବିକ୍ରୟ ହୁଏ ।[4] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ଏକ ଡୋଜର ହୋଲସେଲ ମୁଲ୍ୟ ପ୍ରାୟ ୦.୦୫ ଆମେରିକୀୟ ଡଲାର ଥିଲା ।[6] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୮ ନିୟୁତ ପ୍ରେସକ୍ରିପସନ ଥିଲା ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.