ରାସାୟନିକ ଯୌଗିକ ପଦାର୍ଥ From Wikipedia, the free encyclopedia
ଲେଭୋସେଟିରିଜିନ (ଇଂରାଜୀ ଭାଷାରେ Levocetirizine, ଏକ ବିକ୍ରୟ ନାମ ଜାଇଜଲ/ Xyzal) ଏକ ଆଣ୍ଟିହିସ୍ଟାମିନ (antihistamine) ଔଷଧ ଯାହା ଆଲର୍ଜିକ ରାଇନାଇଟିସ (allergic rhinitis/ hay fever) ଓ ଅସ୍ପଷ୍ଟ କାରଣ ଥିବା ଦୀର୍ଘକାଳୀନ ହାଇଭ୍ସ ରୋଗରେ ଦିଆଯାଏ ।[1] ପୁରୁଣା ଆଣ୍ଟିହିସ୍ଟିମିନ ଅପେକ୍ଷା ଏହା କମ ସେଡେସନ ବା ପ୍ରଶାନ୍ତି ଦାୟକ ହୁଏ ।[2] ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Trade names | Xyzal, Levazyr, others |
Synonyms | Levocetirizine dihydrochloride |
AHFS/Drugs.com | monograph |
MedlinePlus | a607056 |
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | High |
Protein binding | 90% |
Metabolism | Hepatic 14% CYP3A4 |
Elimination half-life | 6 to 10 hours |
Excretion | Renal and fecal |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
ChemSpider | |
UNII | |
KEGG | |
ChEMBL | |
Chemical and physical data | |
Formula | C21H25ClN2O3 |
Molar mass | 388.888 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ଲେଭୋସେଟିରିଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଶୁଷ୍କ ପାଟି, କାଶ, ବାନ୍ତି ଓ ତରଳ ଝାଡ଼ା ହୋଇପାରେ ।[1] Use in ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଉଥିଲେ ମଧ୍ୟ ଏହାର ଉପଯୁକ୍ତ ଅନୁଶୀଳନ ହୋଇନାହିଁ ।[3] ଏହା ଦ୍ୱିତୀୟ ପିଢ଼ିର ଆଣ୍ଟିହିସ୍ଟାମିନ ଓ ହିସ୍ଟାମିନ ଏଚ୧-ରିସେପ୍ଟର (histamine H1-receptors|histamine H1-receptors) ଭାବରେ କାମ କରେ । [4][1]
ଲେଭୋସେଟିରିଜିନ ସନ ୨୦୦୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[1] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୪.୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [2] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[5] ସନ ୨୦୧୬ରେ ଏହାର ୩ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୧୬୩ତମ ସ୍ଥାନରେ ଥିଲା ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.