ପରିବାରୁ ପ୍ରସ୍ତୁତ From Wikipedia, the free encyclopedia
ଭେଜ ବର୍ଗରରେ ସାଧାରଣତଃ ମାଂସର ବ୍ୟବହାର ହୋଇ ନଥାଏ, କିନ୍ତୁ ଅଣ୍ଡା ଏବଂ କ୍ଷୀରରେ ବ୍ୟବହାର ହୋଇପାରେ ।[1] ଭେଜ ବର୍ଗରରେ ମୁଖ୍ୟତଃ - ଆଳୁ କିମ୍ବା ମକା, ବନସ୍ପତି ପ୍ରୋଟିନ, ସୋୟା, ପନିର, ବିନ୍ସ, ଛତୁ, ଅନାଜ ଯେପରି ଗହମ ଇତ୍ୟାଦିର ବ୍ୟବହାର ହୋଇଥାଏ ।
ପ୍ରକାର | ସ୍ୟାଣ୍ଡୱିଚ |
---|---|
ମୁଖ୍ୟ ଉପାଦାନ | ପାରିବା, ବନସ୍ପତି ପ୍ରୋଟିନ, ପନିର, ନଟ୍ସ, ଛତୁ, ଅନାଜ |
|
ଭେଜ ବର୍ଗର, 1982 ମସିହାରେ ଲଣ୍ଡନରେ ଗ୍ରେଗୋରୀ ସେମଙ୍କଦ୍ୱାରା ତିଆରି ହୋଇଥିଲା, ସେ ପ୍ରଥମେ ଏହାକୁ ଭେଜ ବର୍ଗର କହିଥିଲେ । ଗ୍ରେଗୋରୀ ଏବଂ ତାଙ୍କ ଭାଈ କ୍ରେଗ 1960 ଦଶକରେ ପେଣ୍ଡିଗଟନରେ ଏକ ପ୍ରାକୃତିକ ଭୋଜନ ରେଷ୍ଟୁରାଣ୍ଟ ଚଲେଇଥିଲେ ।[2]
ଗାର୍ଡେନ ବର୍ଗର ନାମର ପ୍ରୟୋଗ, ପ୍ରାରମ୍ଭିକ ଭେଜ ବର୍ଗରକୁ ବିକଶିତ କରାଯାଇଥିଲା । ପାଲ ବାର୍ନର , 1980 କିମ୍ବା 1981 ମସିହାର ପାଖାପାଖି ଜିତିଥିବା ଶକାହାରୀ ରେଷ୍ଟୁରାଣ୍ଟ ଦି ଗାର୍ଡେନ ହାଉସ କରିଥିଲେ । [3]
21ବିଂ ଶତାବ୍ଦୀର ଆରମ୍ଭ ପରେ କିଛି ଫାଷ୍ଟ ଫୁଡ଼ କମ୍ପାନୀ ଶକାହାରୀ ଖାଦ୍ୟ ପଦାର୍ଥର ଆୟୋଜନ କରୁଛନ୍ତି ।
ଭାରତରେ ଯେଉଁଠାରେ ଶକାହାରୀ ବ୍ୟାପକ ଅଟେ, (McDonald's), (Burger King), (Wendy's) ଏବଂ (KFC) ଭେଜ ବର୍ଗରର ସେବା କରିଥାନ୍ତି ।[4][5][6] 2012 ମସିହାରେ, McDonald's ଭାରତରେ ନିଜର ପ୍ରଥମ ଶକାହାରୀ ରେଷ୍ଟୁରାଣ୍ଟ ଖୋଲିଥିଲେ ।[7]
ରେଷ୍ଟୁରାଣ୍ଟ :
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.