ଏହା ଏକ ସ୍ଥାନୀୟ ନିଶ୍ଚେତକ ଔଷଧ । From Wikipedia, the free encyclopedia
ବେଞ୍ଜୋକେନ, ବିକ୍ରୟ ନାମ ଓରାଜେଲ (Orajel), ହେଉଛି ଏକ ସ୍ଥାନୀୟ ନିଶ୍ଚେତକ । [1] [2] ଏହା ସାମାନ୍ୟ ଚର୍ମ ଆଘାତ, ଅର୍ଶ, ଏବଂ ଅକାଳ ବିର୍ଯ୍ୟ ନିର୍ଗତ ସମସ୍ୟାମାନଙ୍କରେରେ ଚର୍ମରେ ପ୍ରୟୋଗ କରାଯାଏ ।[3] ଏହା ପାଟି କିମ୍ବା କାନ ଯନ୍ତ୍ରଣା ମଧ୍ୟ ବ୍ୟବହାର କରାଯାଇପାରେ । [4] ୨ ବର୍ଷରୁ କମ୍ ବୟସରେ ବ୍ୟବହାର ସୁପାରିଶ କରାଯାଏ ନାହିଁ । | [4]
Clinical data | |
---|---|
Trade names | Anbesol, Lanacane, Orajel, others |
AHFS/Drugs.com | Topical: monograph ENT: monograph |
Pregnancy category |
|
Routes of administration | Topical, by mouth |
Legal status | |
Legal status |
|
Identifiers | |
IUPAC name
| |
ECHA InfoCard | 100.002.094 |
Chemical and physical data | |
Formula | C9H11NO2 |
Molar mass | ୧୬୫.୧୯ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣତଃ ଭଲ ଭାବରେ ସହ୍ୟ କରାଯାଉଥିବାବେଳେ ମଧ୍ୟ ସ୍ପର୍ଶ ଡର୍ମାଟାଇଟସ ହୋଇପାରେ [1] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଥେମୋଗ୍ଲୋବିନେମିଆ, ବାତ ଏବଂ ଶ୍ୱାସକ୍ରିୟା ଅବସାଦ ଅନ୍ତର୍ଭୁକ୍ତ ହୋଇପାରେ। [3] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [5] ସ୍ତନ୍ୟପାନ କରାଇବା କ୍ଷତିକାରକ ହେବାର ସମ୍ଭାବନା ନଥାଏ । [6] ଏହା ଏକ ଇଷ୍ଟର୍ | [7]
ବେଞ୍ଜୋକେନ ପ୍ରଥମେ ୧୮୯୦ ମସିହାରେ ଜର୍ମାନୀରେ ତିଆରି ହୋଇଥିଲା ଏବଂ ୧୯୦୨ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା | [8] ଏହା ଏକ ଜେନେରିକ୍ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ । [1] [2] ଏହା ସାଧାରଣତ ଅନେକ ବ୍ରାଣ୍ଡ ନାମରେ ବିକ୍ରୟ । [7] [4] ଯୁକ୍ତରାଷ୍ଟ୍ରରେ ୨୮ ଗ୍ରାମର ୨୦% ଏକ ଟ୍ୟୁବର ୨୦୨୨ରେ ପ୍ରାୟ ୭ ଡଲାର୍ ଅଟେ। [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.