ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
ବଡ଼ମ୍ବା (କ୍ରମିକ ସଂଖ୍ୟା: ୮୭) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବଡ଼ମ୍ବା ବ୍ଳକ ଓ ନରସିଂହପୁର ବ୍ଳକ ।[୧][୨]
ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୪,୩୧୨ |
ଜିଲ୍ଲା: | କଟକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଟକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥିନୀ ଲକ୍ଷ୍ମୀ ଦେବୀଙ୍କଠାରୁ ୬୮୦୧୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ନନ୍ଦଙ୍କଠାରୁ ୩୮,୧୮୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ମ୍ବା [୫] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଦେବୀ ପ୍ରସାଦ ମିଶ୍ର | ୭୯,୬୫୮ | ୫୯.୮୬ | - | |
କଂଗ୍ରେସ | ସୁରେନ୍ଦ୍ର କୁମାର ନନ୍ଦ | ୪୧,୪୬୯ | ୩୧.୧୬ | - | |
ଭାଜପା | ସରୋଜ କୁମାର ରଣା | ୫,୯୩୧ | ୪.୪୬ | - | |
ବସପା | ଭାସ୍କର ଦଳେଇ | ୨,୫୨୮ | ୧.୯୦ | - | |
ସ୍ୱାଧୀନ | ସୁରମଣୀ ମିଶ୍ର | ୧,୧୭୨ | ୦.୮୮ | - | |
ସମୃଦ୍ଧ ଓଡ଼ିଶା | ଅନୁକୁଳ ଚନ୍ଦ୍ର ସାହୁ | ୧,୦୧୯ | ୦.୭୭ | - | |
ସ୍ୱାଧୀନ | ଗୋଲାପ ସେଠୀ | ୬୯୩ | ୦.୫୨ | - | |
ସ୍ୱାଧୀନ | ସନାତନ ବେହେରା | ୫୯୭ | ୦.୪୫ | - | |
ଭୋଟ ବ୍ୟବଧାନ | ୩୮,୧୮୯ | ୨୮.୭୦* | - | ||
ମତଦାନ ହାର | ୧,୩୩,୧୦୦ | ୬୫.୩୩ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.