From Wikipedia, the free encyclopedia
ବଡ଼ଘାଗରା ଜଳପ୍ରପାତ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପ୍ରାକୃତିକ ଜଳପ୍ରପାତ ଏବଂ ପର୍ଯ୍ୟଟନ ସ୍ଥାନ ।[1]
ଅବସ୍ଥାନ | କେନ୍ଦୁଝର ଜିଲ୍ଲା, ଓଡ଼ିଶା, ଭାରତ |
---|---|
ଦିଗବାରେଣି | ୨୧.୬୦୮୯, ୮୫.୫୫୫୭ |
ଉଚ୍ଚତା | 30.5 metres (100 ft) |
ଖାଲମାନଙ୍କ ସଂଖ୍ୟା | ୨ |
ଝରଣା | ମାଛକାଳଣା |
ବଡ଼ଘାଗରା, ଜିଲ୍ଲା ସଦରମହକୁମା କେନ୍ଦୁଝରଠାରୁ ୧୦ କି.ମି. ଦୂରରେ ଅବସ୍ଥିତ ଓ ସାନଘାଗରା ଜଳପ୍ରପାତଠାରୁ ୩ କି.ମି. ଦୂରରେ ଅବସ୍ଥିତ ।[2]
ଏହି ଜଳପ୍ରପାତ ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ ମାଛକାଳଣା ମଧ୍ୟରେ ଅବସ୍ଥିତ ।[3] ଏଠାରେ ନଦୀର ଜଳସ୍ରୋତଟି ହାରାହାରି ୨୦୦ଫୁଟ ଉଚ୍ଚତାରୁ ସିଧାସଳଖ ତଳକୁ ଗତିକରିଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.