From Wikipedia, the free encyclopedia
ଫ୍ରେଞ୍ଚ ଫ୍ରାଇଜ (ଉତ୍ତର ଆମେରିକା ଇଂରାଜୀ, କାନାଡ଼ା ଇଂରାଜୀ, ବ୍ରିଟିଶ ଇଂରାଜୀ "ଚିପ୍ସ"[୧] ଫ୍ରାଇଜ,[୨] ଫିଙ୍ଗର ଚିପ୍ସ ([[ଭାରତୀୟ ଇଂରାଜୀ),[୩] କିମ୍ବା ଫ୍ରେଞ୍ଚ ଫ୍ରାଇଜ ଆଳୁ[୪] ସଂଯୁକ୍ତ ରାଜ୍ୟ ଆମେରିକା ଏବଂ କାନାଡ଼ାର ଅଧିକାଂଶରେ ଶବ୍ଦ 'ଫ୍ରାଇଜ ଆଳୁକୁ ସିଝେଇ , ତେଲରେ ଛଣା ହୋଇ ଲମ୍ବା ଆକୃତିର ଖାଦ୍ୟକୁ ଦର୍ଶାଇଥାଏ , କିନ୍ତୁ ୟୁନଇଟେଡ଼ କିଙ୍ଗଡ଼ମ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଅୟର୍ଲ୍ୟାଣ୍ଡ ଗଣରାଜ୍ୟ ଏବଂ ନ୍ୟୁଜଲ୍ୟାଣ୍ଡରେ ଏହି ଲମ୍ବା କଟା ଆଳୁରେ ପ୍ରସ୍ତୁତ ଫ୍ରାଇଜକୁ ଶୁଏଷ୍ଟିଙ୍ଗ ଫ୍ରାଇଜ କିମ୍ବା ସ୍କିନୀ ଫ୍ରାଇଜ ବୋଲି କୁହାଯାଏ ।[୫] ଫ୍ରାନ୍ସରେ ଫ୍ରେଞ୍ଚ ଫ୍ରାଇଜକୁ ଫ୍ରାଇଟ୍ସ କିମ୍ବା ପୋମଜ ଫ୍ରାଇଟ୍ସ କୁହାଯାଏ, ଏହା ଏକ ଏପରି ନାମ ଅଟେ ଯାହାର ପ୍ରୟୋଗ ଅନେକ ଫ୍ରାନ୍ସ ଦେଶରେ ମଧ୍ୟ ବ୍ୟବହାର କରାଯାଏ ।ଅନ୍ୟ ସ୍ଥାନରେ ଏହି ନାମର ଅର୍ଥ ଫ୍ରାଇଡ଼ ପୋଟାଟୋଜ କିମ୍ବା ଫ୍ରେଞ୍ଚ ପୋଟାଟୋଜ ହୋଇଥାଏ ।
ଅନ୍ୟ ନାମ | ଆଳୁ ଚିପ୍ସ, ଫିଙ୍ଗର ଚିପ୍ସ |
---|---|
ପରଷା | ସ୍ନାକ |
ମୂଳ ସ୍ଥାନ | ବେଲ୍ଜିଅମ, ଫ୍ରାନ୍ସ |
ଆରମ୍ଭ | Disputed |
ପରଷିବା ଉତ୍ତାପ | ଗରମ ଏବଂ ସାଧାରଣତଃ ନମକିନ |
ମୁଖ୍ୟ ଉପାଦାନ |
|
ପ୍ରକାର ଭେଦ | Chili cheese fries, poutine, sweet potato fries, curly fries, shoestring fries, or steak fries |
ଅନ୍ୟ ତଥ୍ୟ | Often served with a side of ketchup, mayonnaise, vinegar, barbecue sauce, or other sauce |
|
1802 ମସିହାରେ ହ୍ୱାଇଟ ହାଉସରେ ଆୟୋଜିତ ଏକ ରାତ୍ରି ଭୋଜନରେ "ଥମସ ଜେଫରସନ" ପୋଟାଟୋଜ ସର୍ଡ ଇନ ଫ୍ରେଞ୍ଚ ମ୍ୟାନରକୁ ଅତିଥିମାନଙ୍କ ସମ୍ମୁଖରେ ପରସିଥିଲେ । [୬][୭]
ବିଂଶ ଶତାବ୍ଦୀ ଅନ୍ତରାର୍ଦ୍ଧରେ ଫ୍ରେଞ୍ଚ ଫ୍ରାଇଜ ଶବ୍ଦବଳୀର ପ୍ରୟୋଗ ଡ଼ିପ ଫ୍ରାଇଜ ପାଇଁ କରାଗଲା, ଏହାର ପ୍ରୟୋଗ ଆଲୁର ଅତିରିକ୍ତ ପିଆଜ କିମ୍ବା ଚିକେନ ପାଇଁ କରାଯାଏ ।[୮][୯]
ଏହି କଥାର ସମ୍ଭାବନା ବହୁତ କମ ରହିଛି କି, ଫ୍ରେଞ୍ଚ ଫ୍ରାଇଜ ଫ୍ରେଞ୍ଚିଙ୍ଗ ଆଡକୁ ସେହି ପ୍ରକାର ସଙ୍କେତ କରିଥାଏ ଯେପରି ଜୁଲିୟାନିଙ୍ଗ ଏବଂ ଫ୍ରେଞ୍ଚ ଫ୍ରାଇଜ ପୋଟାଟୋଜର ପୂର୍ବ ପର୍ଯ୍ୟନ୍ତ ଏହି କଥାର କୌଣସି ପ୍ରାମାଣିକତା ନଥିଲା ।[୧୦]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.