From Wikipedia, the free encyclopedia
ପ୍ରିଲୋକେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସାଇଟାନେଷ୍ଟର, ହେଉଛି ଏକ ସ୍ଥାନୀୟ ନିଶ୍ଚେତକ ଯାହା ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଯେପରିକି ସ୍ନାୟୁ ଅବରୋଧ କିମ୍ବା ମେରୁଦଣ୍ଡର ଏକ ଅଂଶ ଉପରେ ନିଶ୍ଚେତକ ଭାବରେ ବ୍ୟବହୃତ ହୁଏ ।[2] [3] ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[4] ଏହା ଏକ ଲିଡୋକାଇନ/ପ୍ରିଲୋକାଇନ କ୍ରିମ୍ ଭାବରେ ମଧ୍ୟ ଉପଲବ୍ଧ ହେଉଛି ।[3]
Clinical data | |
---|---|
Pronunciation | /ˈpraɪləˌkeɪn/[1] |
Trade names | Citanest, Prilotekal, others |
AHFS/Drugs.com | monograph |
MedlinePlus | a603026 |
data |
|
Pregnancy category |
|
Routes of administration | Subcutaneous |
Legal status | |
Legal status |
|
Pharmacokinetic data | |
Protein binding | 55% |
Metabolism | Liver and kidney |
Elimination half-life | 10-150 minutes, longer with impaired liver or kidney function |
Identifiers | |
IUPAC name
| |
ECHA InfoCard | 100.010.871 |
Chemical and physical data | |
Formula | C13H20N2O |
Molar mass | ୨୨୦.୩୨ g·mol−1 |
3D model (JSmol) | |
Melting point | 37 to 38 °C (99 to 100 °F) |
SMILES
| |
InChI
| |
(verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଉଚ୍ଚ ରକ୍ତଚାପ, ନିମ୍ନ ରକ୍ତଚାପ, ବାନ୍ତି, ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ।[3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଥେମୋଗ୍ଲୋବିନେମିଆ ଏବଂ ହୃଦ୍ରୋଧ ହୋଇପାରେ ।[3] ଗର୍ଭାବସ୍ଥାରେ ବ୍ୟବହାର ଅପେକ୍ଷାକୃତ ସୁରକ୍ଷିତ ଥିବା ପରି ଜଣାଯାଏ ।[5] ଏହା ଏକ ଆମିଡପ୍ରକାରର ସ୍ଥାନୀୟ ନିଶ୍ଚେତକ ।[3]
୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରିଲୋକେନ ଅନୁମୋଦିତ ହୋଇଥିଲା ।[4] ଯୁକ୍ତରାଜ୍ୟରେ ୧% ଦ୍ରବଣ ବିଶିଷ୍ଟ ୫୦ ମିଲି ପ୍ରିଲୋକେନର ମୂଲ୍ୟ ପ୍ରାୟ ୫ ପାଉଣ୍ଡ ।[3] ୨୦୧୨ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଉତ୍ପାଦନ ବନ୍ଦ ହୋଇଯାଇଛି; [6] ଯଦିଓ ଏହା ପୂର୍ବରୁ ୪% ଦ୍ରବଣ ଥିବା ୧.୮ ମିଲି ପ୍ରିଲୋକେନ ପାଇଁ ପ୍ରାୟ ୧ ଡଲାର ଖର୍ଚ୍ଚ ହୋଇଥାଏ ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.