From Wikipedia, the free encyclopedia
ଦାନ୍ତକାଠି ଗଛର ଡାଳରୁ ତିଆରି ଏକ ଦାନ୍ତଘଷା ଉପକରଣ । ଏଥିରେ ଜୀବାଣୁମାରକ ଗୁଣ ଥାଏ ।
ନାନାଦି ଗଛର ଡାଳରୁ ଦାନ୍ତକାଠି ତିଆରି କରାଯାଇପାରିବ । ଯଦିଓ ଅନେକ ଗଛରୁ ଦାନ୍ତକାଠି ତିଆରି କରାଯାଏ ତେବେ କେତେକ ଗଛର ଜୈବ-ରାସାୟିନିକ ଉପାଦାନ ଥିବା ହେତୁ ତାହା ଦାନ୍ତକାଠି ନିମନ୍ତେ ଅଧିକ ଉପ୍ୟୋଗୀ ହୋଇଥାଏ । ସେହିସବୁ ଗଛ ପ୍ରଜାତି ହେଲେ[1] [2][3][4] [5]:
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.