ଏକ ଗ୍ଲୁକୋକର୍ଟିକଏଡ ଯାହା କେତେକ ଚର୍ମ ରୋଗ, ଆଲର୍ଜି ଏବଂ ରିଉମାଟିକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | From Wikipedia, the free encyclopedia
ଟ୍ରାଇଆମସିନୋଲୋନ ହେଉଛି ଏକ ଗ୍ଲୁକୋକର୍ଟିକଏଡ ଯାହା କେତେକ ଚର୍ମ ରୋଗ, ଆଲର୍ଜି ଏବଂ ରିଉମାଟିକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [2] ଆଜ୍ମା ଏବଂ ସିଓପିଡିର ଅବନତିକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୁଏ | [3] ଏହାକୁ ପାଟିରେ, ଆଘ୍ରାଣ ଜରିଆରେ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ | [3]
Clinical data | |
---|---|
Trade names | Kenalog, Nasacort, others |
Synonyms |
(8S,9R,10S,11S,13S,14S,16R,17S)-9-fluoro-11,16,17-trihydroxy-17-(2-hydroxyacetyl)-10,13-dimethyl-6,7,8,9,10,11,12,13,14,15,16,17-dodecahydro-3H-cyclopenta[a]phenanthren-3-one; (1R,2S,10S,11S,13R,14S,15S,17S)-1-fluoro-13,14,17-trihydroxy-14-(2-hydroxyacetyl)-2,15-dimethyltetracyclo[8.7.0.02,7.011,15]heptadeca-3,6-dien-5-one |
AHFS/Drugs.com | Topical: monograph Systemic: monograph ENT: monograph |
MedlinePlus | a601122 |
data |
|
Pregnancy category |
|
Routes of administration | Oral, topical, IM, intra-articular, intrasynovial |
Legal status | |
Legal status |
|
Pharmacokinetic data | |
Protein binding | 68% |
Metabolism | Liver |
Elimination half-life | 88 minutes |
Excretion | Fecal and Kidney |
Identifiers | |
IUPAC name
| |
ECHA InfoCard | 100.004.290 |
Chemical and physical data | |
Formula | C21H27FO6 |
Molar mass | ୩୯୪.୪୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣତଃ ଦୀର୍ଘକାଳୀନ ବ୍ୟବହାର ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ୍, ମୋତିଆବିନ୍ଦୁ, ଥ୍ରସ ଏବଂ ମାଂସପେଶୀ ଦୁର୍ବଳତା ହୋଇପାରେ ।[2] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ୍, ସଂକ୍ରମଣର ଆଶଙ୍କା, ଆଡ୍ରେନାଲ୍ ଅଭାବ ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ |[2] ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତଃ ନିରାପଦ ।[4] ଏହା ପ୍ରଦାହ ଏବଂ ପ୍ରତିରକ୍ଷା ପ୍ରଣାଳୀର କାର୍ଯ୍ୟକଳାପକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [3]
୧୯୫୬ରେ ଟ୍ରାୟାମସିନୋଲୋନ ପେଟେଣ୍ଟ ହୋଇଥିଲା ଏବଂ ୧୯୫୮ରେ ଚିକିତ୍ସା ବ୍ୟବହାରରେ ଆସିଥିଲା |[5] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [6] ଯୁକ୍ତରାଷ୍ଟ୍ରରେ କ୍ରିମ ପାଇଁ ଗ୍ରାମ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୦.୦୬ ଆମେରିକୀୟ ଡଲାର ଅଟେ | [7] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୦୩ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ସାତ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [8] [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.