Remove ads
ସୁମାଇସିନ From Wikipedia, the free encyclopedia
ଟେଟ୍ରାସାଇକ୍ଲିନ (ଇଂରାଜୀ ଭାଷାରେ Tetracycline), ବିକ୍ରୟ ନାମ ସୁମାଇସିନ/Sumycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ସଂକ୍ରମଣମାନଙ୍କ (infections) ଚିକିତ୍ସାରେ ବ୍ୟବହାର କରାଯାଏ । ମୁଖବ୍ରଣ, କଲେରା, ପ୍ଲେଗ (plague), ବ୍ରୁସେଲୋସିସ (brucellosis), ମ୍ୟାଲେରିଆ ଓ ସିଫିଲିସ୍ ଆଦି ରୋଗମାନଙ୍କରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]
Clinical data | |
---|---|
Pronunciation | /ˌtɛtrəˈsaɪkliːn/ |
Trade names | Sumycin, others |
AHFS/Drugs.com | monograph |
MedlinePlus | a682098 |
data |
|
Pregnancy category |
|
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 75% |
Metabolism | Not metabolized |
Elimination half-life | 8–11 hours, 57–108 hours (kidney impairment) |
Excretion | Urine (>60%), feces |
Identifiers | |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.438 |
Chemical and physical data | |
Formula | C22H24N2O8 |
Molar mass | 444.435 g/mol |
3D model (JSmol) | |
SMILES
| |
InChI
| |
(verify) |
ଟେଟ୍ରାସାଇକ୍ଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ଅରୁଚି ଆଦି ଲକ୍ଷଣମାନ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ୮ ବର୍ଷ ବୟସ୍କ ପିଲାଙ୍କୁ ଏହା ଦେଉଥିଲେ ସଠିକ୍ ଦାନ୍ତ ବୃଦ୍ଧି ହୁଏ ନାହିଁ, ବୃକ୍କ ସମସ୍ୟା (kidney problems) ଓ ସହଜରେ ସନବର୍ଣ୍ଣ (sunburn) ହୋଇପାରେ । ଗର୍ଭାବସ୍ଥାରେ ଏହି ଔଷଧ ଶିଶୁପ୍ରତି ହାନୀକାରକ ହୋଇପାରେ । ଏହା ଟେଟ୍ରାସାଇକ୍ଲିନସ (tetracyclines) ଶ୍ରେଣୀର ଏକ ଔଷଧ । ଜୀବାଣୁର ପ୍ରୋଟିନ ତିଆରି ଶକ୍ତିକୁ ଏହି ଔଷଧ ଅବରୋଧ କରିଦିଏ ।[୧]
ସନ ୧୯୫୩ରେ ଟେଟ୍ରାସାଇକ୍ଲିନ ପେଟେଣ୍ଟ ହେବାପରେ ସନ ୧୯୭୮ରେ ବ୍ୟବସାୟିକ ବ୍ୟବହାର ଆରମ୍ଭ ହେଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ (generic medication) ମିଳେ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର କ୍ରୟ ମୂଲ୍ୟ ୦.୩୫ରୁ ୧.୭୮ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ କୋର୍ଷର ମୂଲ୍ୟ ୨୫ ଆମେରିକୀୟ ଡଲାର ।[୫] ସ୍ଟ୍ରେପ୍ଟୋମାଇସେସ (Streptomyces) ନାମକ ଏକ ଜୀବାଣୁରୁ ଟେଟ୍ରାସାଇକ୍ଲିନ ପ୍ରଥମେ ପ୍ରସ୍ତୁତ କରାଯାଉଥିଲା ।[୧]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.