ଏହା ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ । From Wikipedia, the free encyclopedia
କାଲସିପୋଟ୍ରିଓଲ, ଯାହାକି କାଲସିପୋଟ୍ରିଏନ ଭାବରେ ମଧ୍ୟ ଜଣାଶୁଣା, ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ । [1] ଏହା ଚର୍ମରେ ପ୍ରୟୋଗ କରାଯାଏ । [1] ଏହା ବିଟାମେଥାଜୋନ ସହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ । [1]
Clinical data | |
---|---|
Trade names | Daivonex, Dovonex, Sorilux, others |
AHFS/Drugs.com | monograph |
MedlinePlus | a608018 |
Pregnancy category |
|
Routes of administration | Topical |
Legal status | |
Legal status |
|
Pharmacokinetic data | |
Bioavailability | 5 to 6% |
Metabolism | Liver |
Excretion | Biliary |
Identifiers | |
IUPAC name
| |
ECHA InfoCard | 100.119.473 |
Chemical and physical data | |
Formula | C27H40O3 |
Molar mass | ୪୧୨.୬୧ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଉତ୍ତେଜନା, କୁଣ୍ଡେଇ ହେବା ଏବଂ ସୋରିଆସିସ ରୋଗ ଖରାପ ଦିଗକୁ ଯିବା ସମ୍ଭାବନା ଥାଏ । [1] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଲ୍ଟ୍ରାଭାୟୋଲେଟ ବିକିରଣ ଏବଂ ଉଚ୍ଚ କ୍ୟାଲସିୟମ ପ୍ରତି ସମ୍ବେଦନଶୀଳତା ହୋଇପାରେ । [1] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [1] ଏହା ଭିଟାମିନ୍ ଡିର ଅନ୍ୟ ଏକ ରୂପ କାଲସିଟ୍ରିଓଲର ଏକ ଉତ୍ପାଦନ । [2]
କାଲସିପୋଟ୍ରିଓଲ ୧୯୮୫ରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ 1୧୯୯୧ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [3] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [4] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ଗ୍ରାମ ଔଷଧର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.