From Wikipedia, the free encyclopedia
ଉଲିପ୍ରିସ୍ଟଲ ଆସେଟେଟ (ଇଂରାଜୀ ଭାଷାରେ Ulipristal acetate, ଏକ ବିକ୍ରୟ ନାମ ଏଲ୍ଲା/Ella) ଏକ ଔଷଧ ଯାହା ଆଶୁ ଜନ୍ମ ନିରୋଧ (emergency birth control) ଓ ଜରାୟୁ ଫାଇବ୍ରଏଡ (uterine fibroids) ରୋଗ ଚିକିତ୍ସାରେ ଦିଆଯାଏ । [1][2][3] ଆଶୁ ଜନ୍ମ ନିରୋଧ ନିମନ୍ତେ ଏହା ଯୌନ ସଙ୍ଗମର ୧୨୦ ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଆବଶ୍ୟକ ।[1] ଫିବ୍ରଏଡ ଚିକିତ୍ସାରେ ଏହା ୬ ମାସ ପର୍ଯ୍ୟନ୍ତ ଦିଆଯାଇପାରେ ।[4]ଏହା ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Ella, EllaOne, Esmya, others |
Synonyms | CDB-2914; 11β-[4-(Dimethylamino)phenyl]-17α-acetoxy-19-norpregna-4,9-diene-3,20-dione |
AHFS/Drugs.com | monograph |
data |
|
Pregnancy category |
|
Routes of administration | ପାଟିରେ (By mouth) |
Drug class | (en:Selective progesterone receptor modulator)[1] |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ପ୍ରାୟ ୧୦୦% |
Protein binding | ୯୬.୭–୯୯.୫% |
Metabolism | Likely CYP3A4 |
Elimination half-life | ୩୨ ଘଣ୍ଟା[1] |
Excretion | ca. ୯୦% ମଳରେ |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
ChemSpider | |
KEGG | |
ChEBI | |
ChEMBL | |
ECHA InfoCard | 100.207.349 |
Chemical and physical data | |
Formula | C30H37NO4 |
Molar mass | 475.62 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ଥକ୍କାଣ ଓ ଉଦର ଯନ୍ତ୍ରଣା ହୋଇପାରେ ।[1] ଗର୍ଭାବସ୍ଥାରେ ଏହା ଦିଆଯିବା ଉଚିତ ନୁହେଁ ।[1] ଏହା ସିଲେକ୍ଟିଭ ପ୍ରୋଜେସ୍ଟିରନ ରିସେପ୍ଟର ମୋଡ୍ୟୁଲେଟର (selective progesterone receptor modulator (SPRM) ଶ୍ରେଣୀର ଔଷଧ । [1] ଏହା ପ୍ରୋଜେସ୍ଟେରନର (progesterone) ପ୍ରଭାବକୁ ପ୍ରତିରୋଧ କରି ଡିମ୍ବ କ୍ଷରଣ (ovulation) ବନ୍ଦ କରାଏ ।[5]
ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୦ ମସିହାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଉଲିପ୍ରିସ୍ଟଲ ଆସେଟେଟ ସ୍ୱୀକୃତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ସଂଯୁକ୍ତ ରାଷ୍ଟରେ ଏହାର ଏକ କୋର୍ଷର ମୂଲ୍ୟ ସନ ୨୦୧୫ରେ ୧୭ ପାଉଣ୍ଡ ଥିଲେ ।[4] ଗର୍ଭ ସମ୍ଭାବନା ଥିବା ମହିଳାଙ୍କୁ ଏହା ଦେବାକୁ ଅନେକ ଉପଦେଶ ଦିଅନ୍ତି ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.