ଆଟେନୋଲୋଲ (ଇଂରାଜୀ ଭାଷାରେ Atenolol) ଏକ ପ୍ରକାର ବିଟା ବ୍ଲକର (beta blocker) ଔଷଧ ଯାହା ପ୍ରାଥମିକ ଭାବରେ ଉଚ୍ଚ ରକ୍ତଚାପଆଞ୍ଜିନା (angina) ରୋଗମାନଙ୍କ ନିମନ୍ତେ ବ୍ୟବ‌ହାର କରାଯାଏ ।[1] ଏହା ବ୍ୟତୀତ ଅଧକପାଳି ପ୍ରତିଷେଧ ଓ କେତେକ ଆରିଦମିଆ (irregular heart beat) ବା ଅନିୟମିତ ହୃତ୍‌ସ୍ପନ୍ଦନ ରୋଗ ନିମନ୍ତେ ଦିଆଯାଇପାରେ । [1][2] ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[1][2] ଅନ୍ୟାନ୍ୟ ରକ୍ତଚାପ ଔଷଧ (blood pressure medication) ସାଥିରେ ମିଶ୍ରିତ ଭାବରେ ମଧ୍ୟ ଦିଆଯାଏ ।[2]

Quick Facts Clinical data, Trade names ...
ଆଟେନୋଲୋଲ
Thumb
Thumb
Clinical data
Trade namesTenormin, others
AHFS/Drugs.commonograph
MedlinePlusa684031
data
Pregnancy
category
  • AU: C
  • US: D (Evidence of risk)
    Routes of
    administration
    By mouth, IV
    Drug classSelective β1 receptor antagonist
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability40–50%
    Protein binding6–16%
    MetabolismLiver <10%
    Elimination half-life6–7 hours
    ExcretionKidney
    Identifiers
    IUPAC name
    • (RS)-2-{4-[2-Hydroxy-3-(propan-2-ylamino)propoxy]phenyl}acetamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.044.941 Edit this at Wikidata
    Chemical and physical data
    FormulaC14H22N2O3
    Molar mass266.336 g/mol
    3D model (JSmol)
    ChiralityRacemic mixture
    SMILES
    • O=C(N)Cc1ccc(cc1)OCC(O)CNC(C)C
    InChI
    • InChI=1S/C14H22N2O3/c1-10(2)16-8-12(17)9-19-13-5-3-11(4-6-13)7-14(15)18/h3-6,10,12,16-17H,7-9H2,1-2H3,(H2,15,18) checkY
    • Key:METKIMKYRPQLGS-UHFFFAOYSA-N checkY
      (verify)
    Close

    ଆଟେନୋଲୋଲ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ହୃଦ୍‌ପାତ, ମୁଣ୍ଡ ଓଜନିଆ, ଅବସାଦ ଓ ଅଣନିଶ୍ୱାସୀ (shortness of breath) ହୋଇପାରେ ।[1] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବ୍ରୋଙ୍କୋସ୍ପାଜ୍ମ (bronchospasm) ହୋଇପାରେ ।[1] ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ । [1] ସ୍ତନ୍ୟପାନ (breastfeeding) କରେଇବା ସମୟରେ ମଧ୍ୟ ଏହା ନ‌ଦେଇ ଅନ୍ୟ ଔଷଧ ଦେବାକୁ ପସନ୍ଦ କରାଯାଏ ।[3] ହୃତ୍‌ପିଣ୍ଡରେ ଏହା ବିଟା୧-ଆଡ୍ରେନର୍ଜିକ ରିସେପ୍ଟରକୁ (β1-adrenergic receptor) ଅବରୋଧ କରି ହୃଦ୍‌ଗତି ହାର ଓ ଚାପ କମେଇଦିଏ ।[1]

    ସନ ୧୯୬୯ରେ ଆଟେନୋଲୋଲ ପେଟେଣ୍ଟ ହୋଇ ସନ ୧୯୭୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[4] ଏହା ଜେନେରିକ ଔଷଧ (generic medication ନାମରେ ମିଳେ ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏକ ମାସର ହୋଲସେଲ ଖର୍ଚ୍ଚ ୧୫ ଡଲାରରୁ କମ୍ ଥିଲା ।[5] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ନିମନ୍ତେ ଏହାର ମୂଲ୍ୟ ୫ ପାଉଣ୍ଡରୁ କମ୍ ଥିଲା ।[2] ସନ ୨୦୧୬ରେ ପ୍ରାୟ ୨୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୦ତମ ସର୍ବାଧିକ ମାନ୍ୟତା ପାଇଥିଲା । [6]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.