ବେକର୍ସ ସିସ୍ଟଏମଆରଆଇ (MRI) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ପ୍ରାରମ୍ଭରେ ସହାୟକ ଯତ୍ନ (Supportive care) ଯଥେଷ୍ଟ ହୁଏ । ଏହା କାମ ନ କଲେ ସକସନ (aspiration) ବା କର୍ଟିକୋସ୍ଟିରଏଡ ଇଞ୍ଜେକସନ
ହାରଲେକୁଇନ-ଟାଇପ ଇକଥିଓସିସନିର୍ଣ୍ଣୟ କରାଯାଇପାରେ । ଏହି ରୋଗରୁ ମୁକ୍ତି ନାହିଁ । ଜନ୍ମ ଆରମ୍ଭରେ ସହାୟକ ଯତ୍ନ (Supportive care) ଆବଶ୍ୟକ ହୁଏ । ଆର୍ଦ୍ରକାରୀ କ୍ରିମ (moisturizing cream), ଆଣ୍ଟିବାୟୋଟିକ (Antibiotics)
ପ୍ଲେଗଆବଶ୍ୟକ । ରୋଗ ଆରମ୍ଭ ହୋଇଗଲେ ଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care) ସାହାଯ୍ୟରେ ଚିକିତ୍ସା କରାଯାଏ । ସାଧାରଣତଃ ଜେଣ୍ଟାମାଇସିନGentamicin ଓ ଫ୍ଲୋରୋକୁଇନୋଲିନ
ଜାପାନିଜ ଏନସେଫାଲାଇଟିସହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥାଏ ଓ କେବଳ ସାହାଯ୍ୟକାରୀ ଯତ୍ନ (Supportive care) ନିଆଯାଏ । ସାଧାରଣତଃ ଡାକ୍ତରଖାନାରେ ଏ ରୋଗର ଚିକିତ୍ସା କରାଯାଏ । ପ୍ରାୟ ଅର୍ଦ୍ଧେକ
ସାଇନାଇଡ ବିଷକ୍ରିୟାଉତ୍ସରୁ ଦୂରକୁ ଅଣାଯାଏ ଓ ବିସନ୍ଦୁଷିତ (decontaminate) କରାଯାଏ । ସହାୟକ ଯତ୍ନ (supportive care) ଓ ୧୦୦% ଅମ୍ଳଜାନ ଦେଇ ଚିକିତ୍ସା କରାଯାଏ । ହାଇଡ୍ରୋକ୍ସିକୋବୋଲାମିନ (Hydroxocobalamin)