From Wikipedia, the free encyclopedia
ଉଇକିଖବର ଉଇକିପିଡ଼ିଆ ଫାଉଣ୍ଡେସନର ମୁକ୍ତ ସାମଗ୍ରୀ ସମାଚାର ସ୍ତ୍ରୋତ ଉଇକି ଏବଂ ଏକ ଉଇକିମିଡ଼ିଆ ପ୍ରଯୋଜନାର ସହଯୋଗୀ ପତ୍ରକାରିତା ମାଧ୍ୟମରେ କମକରିଥାଏ । ଉଇକିପିଡ଼ିଆର ସହ-ସଂସ୍ଥାପକ "ଜିମି ୱେଲ୍ସ" ଉଇକିଖବରକୁ ଉଇକିପିଡ଼ିଆରୁ ଅଲଗା କରିଥିଲେ, ଉଇକିଖବରରେ ପ୍ରତ୍ୟେକକାହାଣୀକୁ ଏକ ବିଶ୍ୱକୋଷ ଲେଖାର ଏକ ସମାଚାର କାହାଣୀ ରୂପେ ଲେଖାଯାଇଥାଏ ।[2] ଉଇକିଖବରରେ ନାଗରିକ ପତ୍ରକାରିତା, ମିଡ଼ିଆ ଏବଂ ଓମି ନ୍ୟୁଜ ପରି ଅନ୍ୟ ପ୍ରୟାସରେ ପତ୍ରକାରିତାକୁ ସ୍ୱୀକାର କରାଯାଏ । [3] ଉଇକିମିଡ଼ିଆ ଫାଉଣ୍ଡେସନର ଅଧିକାଂଶ ପରିଯୋଜନାର ବିପରୀତ, ଉଇକିଖବରର ମୂଳ ରିପୋର୍ଟ ଏବଂ ସାକ୍ଷାତକାର ରୂପେ ଅନୁମତି ଦେଇଥାଏ । [4]
ୟୁ.ଆର.ଏଲ | wikinews.org |
---|---|
ବ୍ୟବସାୟିକ | ନା |
ସାଇଟର ପ୍ରକାର | ଖବର ଉଇକି |
ରେଜେଷ୍ଟ୍ରିକରଣ | ଇଚ୍ଛାଧୀନ |
ମିଳୁଥିବା ଭାଷା | Multilingual |
ମାଲିକ | Wikimedia Foundation |
ତିଆରି କରିଥିଲେ | Wikimedia community |
ଆରମ୍ଭ କରାଯାଇଥିଲା | ନଭେମ୍ବର 8, 2004 |
ଆଲେକ୍ସା କ୍ରମାଙ୍କ | 60,339 (July 2017[update])[1] |
ପ୍ରଥମ[5] ଏକ ଉଇକିମିଡ଼ିଆ ନ୍ୟୁଜ ସାଇଟର ରେକର୍ଡ କରାଯାଇଥିବା ରେକର୍ଡ 2003 ମସିହାରେ ଉଇକିପିଡ଼ିଆ ସମୁଦାୟକୁ ମେଟା-ଉଇକିରେ ଏକ - ଦୁଇ ଲାଇନ ଅନାମ ପୋଷ୍ଟ ଥିଲା ।[6] ଡେନିୟଲ ଏଲଷ୍ଟନ, ଯିଏ ଉଇକିପିଡ଼ିଆକୁ "ଫୋଞ୍ଜି"ରୂପେ ସମ୍ପାଦିତ କରିଥିଲେ । [7] ମତ ଦିଆଯାଇଥିଲା କି, ସେ ଏହାକୁ ପୋଷ୍ଟ କରିବେ ବୋଲି ।[5][8] ଏହାପରେ ଏହି ପ୍ରସ୍ତାବ ଜର୍ମାନ ଫ୍ରିଲାନ୍ସ ପତ୍ରକାରଙ୍କଦ୍ୱାରା ବିକଶିତ କରାଗଲା । ବହୁ ସମୟ ପର୍ଯ୍ୟନ୍ତ ଉଇକିପିଡ଼ିଆର ଯୋଗଦାନ କର୍ତ୍ତାମାନଙ୍କ ପ୍ରାରମ୍ଭିକ ବିରୋଧ, ସେଥି ମଧ୍ୟରୁ ବହୁ ଉଇକିପିଡ଼ିଆର ସ୍ୱୟଂର ସମାଚାର ସାରାଂଶର ଅସ୍ତିତ୍ୱକୁ ଇଙ୍ଗିତ କରି, ଉଇକିପିଡ଼ିଆ ଫାଉଣ୍ଡେସନର ଏକ ନୂତନ ପରିୟୋଜନା ରୂପେ ଏହାକୁ କିପରି କାର୍ଯ୍ୟାନ୍ୱିତ କରାଯାଇପାରିବ , ଏହାରି ସମ୍ବନ୍ଧରେ ବିସ୍ତାରରେ ଚର୍ଚ୍ଚା ଏବଂ ପ୍ରସ୍ତାବର ମାର୍ଗ ପ୍ରଶସ୍ତ କରିଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.