From Wikipedia, the free encyclopedia
ଲାନରିଓଟାଇଡ (ଇଂରାଜୀ ଭାଷାରେ Lanreotide), ସୋମାଟୁଲିନ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆକ୍ରୋମେଗାଲି, ନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦ ଯେପରିକି କାରସିନଏଡ ଏବଂ ଥାଇରଏଡ ଅର୍ବୁଦ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [2] ଆକ୍ରୋମାଗାଲିରେ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟାନ୍ୟ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ।[3] ଚର୍ମ ତଳେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେଏହା ଦିଆଯାଏ । [2]
Clinical data | |
---|---|
Pronunciation | lan ree' oh tide[1] |
Trade names | Somatuline |
Synonyms | Lanreotide acetate |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intramuscular, subcutaneous |
Legal status | |
Legal status |
|
Pharmacokinetic data | |
Bioavailability | Approximately 80% |
Protein binding | 78% |
Metabolism | In GI tract |
Elimination half-life | 2 hours (immediate release) 5 days (sustained release) |
Excretion | Mostly biliary |
Identifiers | |
IUPAC name
| |
ECHA InfoCard | 100.215.992 |
Chemical and physical data | |
Formula | C54H69N11O10S2 |
Molar mass | 1096.33 g/mol 1156.380 g/mol (acetate) |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଅଇ, ପାକସ୍ଥଳୀ ଯନ୍ତ୍ରଣା, ଗଣ୍ଠି ଯନ୍ତ୍ରଣା ଏବଂ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ଅନ୍ଥୋଇପାରେ ।[3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଉଚ୍ଚ ରକ୍ତ ଶର୍କରା, କମ୍ ରକ୍ତ ଶର୍କରା ଏବଂ ଯକୃତ ସମସ୍ୟା ହୋଇପାରେ | [1] ଏହା ଏକ ସୋମାଟୋଷ୍ଟାଟିନ୍ ଆନାଲଗ ଯାହା ବିକାଶ (ଗ୍ରୋଥ) ହରମୋନ, ଇନସୁଲିନ୍ ଏବଂ ଗ୍ଲୁକାଗନ ସ୍ତର ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[2] [1]
୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲାନରିଓଟାଇଡ ଅନୁମୋଦିତ ହୋଇଥିଲା ।[3] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ମାସକୁ ୬୦ ମିଗ୍ରା ହିସାବରେ ପ୍ରାୟ ୫୫୦ ଡଲାର ଖର୍ଚ୍ଚ ହୋଇଥାଏ ।[2] ଯୁକ୍ତରାଷ୍ଟ୍ରରେ ଏହି ରାଶି ପିଛା ଖର୍ଚ୍ଚ ପ୍ରାୟ ୬,୧୦୦ ଡଲାର । [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.