୧୯୮୮ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
କୁରୁକ୍ଷେତ୍ର, ୧୯୮୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[1] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଭାଗିରଥୀ ବେହେରା । ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶ୍ରୀରାମ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
କୁରୁକ୍ଷେତ୍ର | |
---|---|
ନିର୍ଦ୍ଦେଶକ | ଶ୍ରୀରାମ ପଣ୍ଡା |
ପ୍ରଯୋଜକ | ଶ୍ରୀରାମ ପଣ୍ଡା |
ସଂଳାପ | ବିଜୟ ମିଶ୍ର |
ଚିତ୍ରନାଟ୍ୟ | ଶ୍ରୀରାମ ପଣ୍ଡା |
କାହାଣୀ | ଭାଗିରଥୀ ବେହେରା |
କଳାକାର | ଶ୍ରୀରାମ ପଣ୍ଡା ତ୍ରିପୁରା ମିଶ୍ର ବୈଶାଳୀ ପରିଡ଼ା ଦେବୁ ବୋଷ ସୁଜାତା ଆନନ୍ଦ ଅଶ୍ରୁମୋଚନ ମହାନ୍ତି ବିନାୟକ ମିଶ୍ର |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଅସୀତ ପାଢ଼ୀ ଅଶୋକ ସ୍ୱାଇଁ |
ସମ୍ପାଦକ | ବିବେକ ଶତପଥୀ |
ମୁକ୍ତିଲାଭ ତାରିଖ | ୧୯୮୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ବୈଶାଳୀ ପରିଡ଼ା, ଦେବୁ ବୋଷ, ସୁଜାତା ଆନନ୍ଦ, ଅଶ୍ରୁମୋଚନ ମହାନ୍ତି, ବିନାୟକ ମିଶ୍ର, ସୁଜାତା ଆନନ୍ଦ, ଦେବୁ ବ୍ରହ୍ମା, ଶେଖର ଦତ୍ତ, ସୁଲୁ ମହାନ୍ତି, ରାଧା ପଣ୍ଡା, ପ୍ରେମାଞ୍ଜନ ପରିଡ଼ା, ଜୟୀରାମ ସାମଲ, ସ୍ମିତା, ଦୁଃଖିରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।
କ୍ରମ | ଗୀତ | ସମୟ |
---|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.