ବୈଶାଳୀ ପରିଡ଼ା ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୮୫ ମସିହାରେ ଜଗା ହାତରେ ପଘା ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏବଂ ୨୦୦୨ ମସିହାଯାଏଁ ଅଭିନୟ କରିଥିଲେ ।

Quick Facts ବୈଶାଳୀ ପରିଡ଼ା, ବୃତ୍ତି ...
ବୈଶାଳୀ ପରିଡ଼ା
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୫ରୁ-୨୦୦୨
Close

ଅଭିନୟ ଜୀବନ

ବୈଶାଳୀ ପରିଡ଼ା ୧୯୮୫ ମସିହାରେ ଓଡ଼ିଆ କଥାଚିତ୍ର ଜଗା ହାତରେ ପଘା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[1] ଏହାପରେ ସେ ମମତା ମାଗେ ମୂଲ, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଯୋର ଯା'ର ମୂଲକ ତାର, ସବୁ ମାୟାରେ ବାୟା, କୁରୁକ୍ଷେତ୍ର, ବଡ଼ ଭାଉଜ, ରଜନୀଗନ୍ଧା, ଲୁଟ ତରାଜ, ମା ମତେ ଶକ୍ତି ଦେ, ହିସାବ କରିବ କାଳିଆ, ବସ୍ତ୍ର ହରଣ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୧୯୯୫ ମସିହାରେ ସେ କୁଳ ନନ୍ଦନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୦୨ ମସିହାରେ ସମୟ ଖେଳୁଛି ଚକା ଭଉଁରୀ ଚଳଚ୍ଚିତ୍ରରେ ଶେଷଥର ପାଇଁ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

More information ବର୍ଷ, ଚଳଚ୍ଚିତ୍ର ...
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୮୫ଜଗା ହାତରେ ପଘାପ୍ରଥମ ଓଡ଼ିଆ କଥାଚିତ୍ର
ମମତା ମାଗେ ମୂଲ
ସ୍କୁଲ ମାଷ୍ଟର
୧୯୮୬ଏଇ ଆମ ସଂସାର
ଯୋର ଯା'ର ମୂଲକ ତାରବବି
୧୯୮୭ସବୁ ମାୟାରେ ବାୟାରୋଜି
୧୯୮୮କୁରୁକ୍ଷେତ୍ର
ବଡ଼ ଭାଉଜ
୧୯୮୯ରଜନୀଗନ୍ଧାକଳ୍ପନା
ଲୁଟ ତରାଜ
୧୯୯୦ମା ମତେ ଶକ୍ତି ଦେନୀତୁ ଚୌଧୁରୀ/ଶିଖା
ହିସାବ କରିବ କାଳିଆଉମା
୧୯୯୧ବସ୍ତ୍ର ହରଣବିଜୁଳି
୧୯୯୫କୁଳ ନନ୍ଦନନନ୍ଦିନୀ
୨୦୦୨ସମୟ ଖେଳୁଛି ଚକା ଭଉଁରୀ
Close

ଆଧାର

ବାହାର ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.