ନାଇଟ୍ରୋଗ୍ଲିସେରିନ (ଅନ୍ୟ ନାମ ଗ୍ଲିସେରିଲ ଟ୍ରାଇନାଇଟ୍ରେଟ/glyceryl trinitrate ବା GTN) ଏକ ଔଷଧ ଯାହା ହୃଦ୍ପାତ, ଉଚ୍ଚ ରକ୍ତଚାପମାନଙ୍କର ଚିକିତ୍ସା ନିମନ୍ତେ ଓ ଆଞ୍ଜାଇନା ପେକ୍ଟୋରିସ (chest pain from not enough blood flow to the heart) ରୋଗର ପ୍ରତିଷେଧ ତଥା ଚିକିତ୍ସା ନିମନ୍ତେ ବ୍ୟବହାର ହୁଏ । କୋକେନ (cocaine) ଯୋଗୁ ହେଉଥିବା ଛାତି ଯନ୍ତ୍ରଣା ଓ ହୃଦ୍ଘାତ ରୋଗରେ ମଧ୍ୟ ଏହି ଔଷଧ ଦିଆଯାଏ । ଏହା ଜିଭ ତଳେ ଦିଆଯାଏ, ଚର୍ମରେ ଲଗାଯାଏ ଓ ଶିରାଭ୍ୟନ୍ତରରେ ମଧ୍ୟ ଦିଆଯାଏ । [1]
Clinical data | |
---|---|
Trade names | Nitrol, others |
AHFS/Drugs.com | monograph |
MedlinePlus | a601086 |
Pregnancy category |
|
Routes of administration | sublingual, transdermal, by mouth, intravenous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | <1% |
Metabolism | liver (rapid), red blood cells, vascular wall |
Elimination half-life | 3 minutes |
Excretion | In urine, in bile |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.000.219 |
Chemical and physical data | |
Formula | C3H5N3O9 |
Molar mass | 227.087 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ନାଇଟ୍ରୋଗ୍ଲିସେରିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା ଓ ନିମ୍ନ ରକ୍ତଚାପ (low blood pressure) ଆଦି ଲକ୍ଷଣ ଦେଖାଯାଏ । ନିମ୍ନ ରକ୍ତଚାପ ସାଂଘାତିକ ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ସିଲଡେନାଫିଲ (sildenafil) ଶ୍ରେଣୀର ଔଷଧ ସହିତ ଏହା ଦିଆଯାଏନାହିଁ । ନାଇଟ୍ରେଟ (nitrate) ଶ୍ରେଣୀର ଏହି ନାଇଟ୍ରୋଗ୍ଲିସେରିନ ଏକ ସଭ୍ୟ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରକ୍ତନଳୀକୁ ସ୍ଫୀତ (dilating blood vessels) କରି କାମ କରୁଥିବା ବିଶ୍ୱାସ କରାଯାଏ । [1]
ନାଇଟ୍ରୋଗ୍ଲିସେରିନ ବିଷୟ ସନ ୧୮୪୬ ଭଳି ପ୍ରାକ୍କାଳରେ ଲିପିବଦ୍ଧ ହୋଇଥିଲା ଓ ଏହା ଡାକ୍ତରୀ ବ୍ୟବହାରରେ ସନ ୧୮୭୮ରୁ ଆରମ୍ଭ ହୋଇଥିଲା ।[2][3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ବିକାଶଶୀଳ ଦେଶମାନଙ୍କରେ (developing world) ଜିଭ ତଳେ ରଖାଯଉଥିବା ଏହି ଔଷଧର ଏକ ଡୋଜର କ୍ରୟ ମୂଲ୍ୟ ୦.୦୬ରୁ ୦.୨୨ ଆମେରିକୀୟ ଡଲାର ।[5] ଏହା ରାସାୟନିକ ବିଷ୍ଫୋଟକ ନାଇଟ୍ରୋଗ୍ଲିସେରିନ (nitroglycerin) ଆକାରରେ ମଧ୍ୟ ବ୍ୟବହାର କରାଯାଏ ।[3]
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.