୨୦୧୨ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଥୁକୁଲ୍ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା । [2]
ଥୁକୁଲ୍ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ[1] |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଂଳାପ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ବାବୁସାନ, ଅର୍ଚ୍ଚିତା ସାହୁ, ପ୍ରକୃତି ମିଶ୍ର, ସମରେଶ ରାଉତରାୟ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ପ୍ରଶାନ୍ତ ନନ୍ଦ |
ମୁକ୍ତିଲାଭ ତାରିଖ | ୧୨ ଜାନୁଆରୀ ୨୦୧୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଓ ଅର୍ଚ୍ଚିତା ସାହୁ ।[3]
ଓଡ଼ିଆ କଥାଚିତ୍ର ‘ଥୁକୁଲ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.