From Wikipedia, the free encyclopedia
କ୍ଲୋଟ୍ରାଇମାଜୋଲ (ଇଂରାଜୀ ଭାଷାରେ Clotrimazole), ବିକ୍ରୟ ନାମ କ୍ୟାନେସ୍ଟେନ, ଏକ ପ୍ରକାର କବକରୋଗୀ ବା ଆଣ୍ଟିଫଙ୍ଗାଲ (antifungal medication) ଔଷଧ । ଏହା ବ୍ୟବହାର କରାଯାଉଥିବା ରୋଗମାନଙ୍କର ନାମ: କ୍ୟାଣ୍ଡିଡିଆସିସ୍ (vaginal yeast infections), ଓରାଲ ଥ୍ରସ (oral thrush), ଡାଇପର ରାସ (diaper rash), ପିଟିରିଆସିସ ଭର୍ସିକଲର (pityriasis versicolor), ଆଥଲେଟ ଫୁଟ (athlete's foot), ଜକ ଇଚ (jock itch) ଇତ୍ୟାଦି । ଏହି ଔଷଧ ଖାଇବା ପାଇଁ ମିଳେ ଓ ଚର୍ମ ତଥା ଯୋନୀପଥରେ (vagina) କ୍ରିମ ଆକାରରେ ଲଗେଇବା ପାଇଁ ମିଳେ ।[1]
Clinical data | |
---|---|
Trade names | ବ୍ୟବସାୟୀକ ନାମ - Desenex, Canesten, others |
AHFS/Drugs.com | monograph |
MedlinePlus | a682753 |
Pregnancy category |
|
Routes of administration | Topical, throat lozenge |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Poor absorption by mouth (lozenge), negligible absorption through intact skin (topical) |
Protein binding | 90% |
Metabolism | Liver |
Elimination half-life | 2 hours |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.041.589 |
Chemical and physical data | |
Formula | C22H17ClN2 |
Molar mass | 344.837 g/mol |
3D model (JSmol) | |
SMILES
| |
InChI
| |
(verify) |
ପାଟିରେ ଖାଇଲେ ଅଇ ଓ ଗଲୁ ହୁଏ । ଚର୍ମ ଲାଲ ପଡ଼ିଯାଏ ଓ ଜ୍ୱଳା ହୁଏ । ଗର୍ଭାବସ୍ଥାରେ ଚର୍ମ ଓ ଯୋନୀପଥରେ ଲଗେଇଲେ ମଧ୍ୟ ବିପଦମୁକ୍ତ ଥିବା ବିଶ୍ୱାସ କରାଯାଏ । ଏହାର ବିପଦ ବିଷୟରେ ପ୍ରମାଣ ମିଳୁନଥିଲେ ମଧ୍ୟ ଏହି ବିଷୟରେ ଭଲ ଭାବେ ଅନୁଶୀଳନ ହୋଇନାହିଁ । ଯକୃତ ସମସ୍ୟା ଥିଲେ ପାଟିରେ ଖାଇବା ବେଳେ ସତର୍କ ହୋଇ ଅଧିକ ଯତ୍ନ ନେବା ଆବଶ୍ୟକ । ଏହା ଆଜୋଲ (azole) ଶ୍ରେଣୀର ଔଷଧ ଓ ଜୀବକୋଷ ଝିଲ୍ଲିକୁ (cell membrane) ବିଭକ୍ତ କରିଦିଏ । [1]
କ୍ଲୋଟ୍ରାଇମାଜୋଲ ସନ ୧୯୬୯ରେ ଆବିଷ୍କୃତ ହୋଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [3] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ବିକାଶଶୀଳ ଦେଶମାନଙ୍କରେ ୨୦୧୪ରେ ଗୋଟିଏ କ୍ରିମ ଟ୍ୟୁବର ମୂଲ୍ୟ ୦.୨୦–୦.୮୬ ଆମେରିକୀୟ ଡଲାର ଥିଲା । [4] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଗୋଟିଏ କୋର୍ଷର ମୂଲ୍ୟ ୨୫ ଡଲାରରୁ କମ ପଡ଼େ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.